ନକଲି ଲୁବ୍ରିକାଣ୍ଟ କାରଖାନା ଠାବ

ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ଆଜି ବରହମପୁର ପୋଲିସ ଏକ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ କରିବା ସହିତ ଜଣ କୁ ଗିରଫ କରିଛି, କୌଣସି ସୂତ୍ରରୁ ଖବର ପାଇ,ପୋଲିସ ଏକ କାର ଜବତ କରିବା ସହିତ ସୋମନାଥ ୨ ୟ ଲାଇନ ରେ ଥିବା କାରଖାନା ଉପରେ ଚଢାଉ କରି ମହମ୍ମଦ ଇସାଜ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିବା ସହିତ ନାମୀ କମ୍ପାନୀ,ମାନଙ୍କ ଷ୍ଟିକର,ଓ ବୋତଲ ଜବତ କରିଛି।




