କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତରେ ବ୍ୟାଙ୍କ୍ ଉଦ୍ୟମ।

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ଦୁବୃର୍ତ୍ତ ମାନଙ୍କ ଦ୍ବାରା ବ୍ୟାଙ୍କ୍ ଲୁଟ୍ ଉଦ୍ୟମ। ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଲୁଟ୍ ଉଦ୍ୟମ ହୋଇଥିବା ନେଇ ସୂଚନା। ଗତ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ବ୍ୟାଙ୍କ ପଛପଟ ଝରକା ତାଡ଼ି ହୋଇଛି ଲୁଟ୍ ଉଦ୍ୟମ କରିଥିବା ନେଇ ସୂଚନା। ଆଜି ଘଟଣା ସ୍ଥଳରେ ଯୋଡ଼ା ପୋଲିସ ବ୍ୟାଙ୍କ୍ ରେ ପହଞ୍ଚି ପାରିପାର୍ଶିକ ପରିସ୍ଥିତିକୁ ଦେଖି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ବ୍ୟାଙ୍କ୍ ଅଧିକାରି ମାନଙ୍କୁ ପଚରା ଉଚୁରା କରିବା ସହ, ସବୁ ଯାଞ୍ଚ କଲାପରେ ଦୁବୃର୍ତ୍ତ ମାନେ ବ୍ୟାଙ୍କ୍ ରୁ କିଛି ନେଇ ପାରି ନଥିବା ନେଇ ସୂଚନା । ଘଟଣାସ୍ଥଳରେ ପୋଲିସ ସିଶି ଟିଭି କୁ ଆଧାର କରି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




