ଜାମ୍ମୁ କାଶ୍ମୀର ରେ ଡି ସି ସି ନିର୍ବାଚନ ମତ ଗଣନା ଜାରି : ବିଜେପି ଆଗୁଆ

ଜେ ବି ଏନ, ୨୨/୧୨/୨୦୨୦, ଜାମ୍ମୁ କାଶ୍ମୀର : ଆଜି ଜାମ୍ମୁ କାଶ୍ମୀର ରେ ଡି ସି ସି ନିର୍ବାଚନ ମତ ଗଣନା ଜାରି ରହିଛି।
ସୂଚନା ମୁତାବକ ଡିସିସି (DDC) ନିର୍ବାଚନ ପାଇଁ ଚାଲିଥିବା ଭୋଟର ଗଣନା ରେ ବିଜେପି ୩୦ ଟି ଆସନ ଜିତିଛି, ସେହିପରି ନେସନାଲ କନଫରେନ୍ସ ୨୬ ଟି ଆସନରେ ଜିତି ଥିବା ବେଳେ ଏବଂ ପିଡିପି ଏପର୍ଯ୍ୟନ୍ତ ୧୬ ଟି ସ୍ଥାନ ରେ ଜିତ ହାସଲ କରିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-28-scaled.jpg)


