ପରି ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ଙ୍କ ସାମ୍ବାଦିକ ସମ୍ମିଳନୀ

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ଅନୁଗୋଳ ଠାରେ ପରି ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବହୁ ଚର୍ଚିତ ନୟାଗଡ ର ନା ବାଳିକା ପରୀ ହତ୍ୟାକାଣ୍ଡ ର ତଦନ୍ତ କରୁ ଥିବା S.I.T ର ମୁଖ୍ୟ ଅରୁଣ ବୋଥ୍ରା ଙ୍କ ଙ୍କ ଉପରେ ଆଜି ଅନଗୁଳ ସର୍କିଟ ହାଉସ ରେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ଙ୍କ ସାମ୍ବାଦିକ ସମ୍ମିଳନୀ l




