ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ଓ ଗିରଫ ଦାବିରେ ବ୍ରହ୍ମପୁର ସମ୍ବାଦିକ ସଂଘର ଦାବିପତ୍ର

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ଓ ଗିରଫ ଦାବିରେ ବ୍ରହ୍ମପୁର ସମ୍ବାଦିକ ସଂଘର ଦାବିପତ୍ର
ପ୍ରଦାନ କରାଯାଇଛି l ନୟାଗଡରେ ହୋଇଥିବା ସାମ୍ବାଦିକ ମାନଙ୍କୁ ଆକ୍ରମଣ ଏକ ନିନ୍ଦନୀୟ ଘଟଣା ଅଟେ, ସାମ୍ବାଦିକ ମାନଙ୍କ ଆକ୍ରମଣକାରୀ ଙ୍କୁ ଗିରଫ ଦାବି କରି ଆଜି ବରହମପୁରର ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ୱେବ୍ ସାମ୍ବାଦିକ ମାନେ ଏକତ୍ରିତ ଆକ୍ରମଣକାରୀ କୁ ଗିରଫ ଦାବି କରି ବରହମପୁର ଡିଆଇଜିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l



