ଶିମଲା ରେ ପ୍ରଥମ ସ୍ନୋ ଫଲ

ଜେ ବି ଏନ, ୨୮/୧୨/୨୦୨୦, ଶିମଲା : ଦେଶର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ହିମାଚଳ ପ୍ରଦେଶର ଶିମଲା ଅନ୍ୟତମ l ଏଠାରେ ଅକର୍ଷଣ ର କେନ୍ଦ୍ରବିନ୍ଦୁ କହିଲେ ଏଠିକାର ସ୍ନୋ ଫଲ l ଏହି ରୁତୁରେ ବିଶେଷତଃ ସ୍ନୋ ଫଲ ଦେଖାଯାଏ l ଆଜି ଏଠାରେ ପ୍ରଥମ ସ୍ନୋ ଫଲ ଦେଖାଯାଇଥିବା ବେଳେ ଏକ ମନୋରମ ପରିବେଶ ସୃଷ୍ଟି ହୋଇଥିଲା l



