Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
4ଟି ରାଜ୍ୟରେ କୋଭିଡ୍‍ ଟିକାକରଣର ଡ୍ରାଏ ରନ୍‍ ସଫଳତାର ସହ ସଂପନ୍ନ - Jagrat Bharat News

4ଟି ରାଜ୍ୟରେ କୋଭିଡ୍‍ ଟିକାକରଣର ଡ୍ରାଏ ରନ୍‍ ସଫଳତାର ସହ ସଂପନ୍ନ

4ଟି ରାଜ୍ୟରେ କୋଭିଡ୍‍ ଟିକାକରଣର ଡ୍ରାଏ ରନ୍‍ ସଫଳତାର ସହ ସଂପନ୍ନ

 

 

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 4ଟି ରାଜ୍ୟ ଯଥା ଆସାମ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଗୁଜରାଟରେ କରୋନା ଟିକାକରଣ ପାଇଁ ଯେଉଁ ଦୁଇଦିନିଆ ଡ୍ରାଏ ରନ୍‍ (ଅଭ୍ୟାସ ପ୍ରକ୍ରିୟା) କରାଯାଇଥିଲା ତାହା ସଫଳତାର ସହ ଶେଷ ହୋଇଛି । ଚଳିତମାସ 28 ଓ 29 ତାରିଖ ଦୁଇଦିନ ଧରି ଏହି ପ୍ରକ୍ରିୟାରେ ପ୍ରାକ୍‍ ଟିକାକରଣ ଅଭ୍ୟାସ ଓ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଟିକାକରଣରେ ଭାରତର ବେଶ୍‍ ଭଲ ଅନୁଭୂତି ରହିଛି । ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଏବଂ ମିଳିମିଳା-ରୁବେଲା ଜାପାନୀ ମସ୍ତିଷ୍କ ଜ୍ୱର ଭଳି କେତେକ ବ୍ୟାଧିର ମୁକାବିଲା ପାଇଁ କରାଯାଇଥିବା ବ୍ୟାପକ ଟିକାକରଣ କାର୍ଯ୍ୟରୁ ଭାରତ ବିପୁଳ ଅଭିଜ୍ଞତା ଅର୍ଜନ କରିଛି । ସେହି ଅଭିଜ୍ଞତାକୁ ଆଧାର କରି ଏବେ କରୋନା ଟିକାକରଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଶେଷ ହୋଇଛି । ଏଥିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଧାଡିର କର୍ମୀ ଏବଂ 50 ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଗ୍ରାଧିକାରଭିତ୍ତିରେ ଟିକା ଦେବାପାଇଁ ପ୍ରସ୍ତୁତି ଚାଲିଛି ।

 

ଏହି ଡ୍ରାଏ ରନ୍‍ ପ୍ରୟାସର ଲକ୍ଷ୍ୟ ହେଲା କରୋନା ମହାମାରୀ ଟିକାଦାନ ପ୍ରକ୍ରିୟାର ପରୀକ୍ଷା ନିରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରି ସବୁ କଥା ଠିକ୍‍ଠାକ୍‍ଭାବେ ସଂପନ୍ନ କରିବା । ଏଥିରେ ଯୋଜନା ପ୍ରସ୍ତୁତି, ଟିକାଦାନ ପାଇଁ ଧାର୍ଯ୍ୟ ନିର୍ଦେଶାବଳୀ ଅନୁସାରେ ଟିକାକରଣ କରିବା, ଟିକାର ସଂରକ୍ଷଣ, ପରିବହନ ଓ ବଣ୍ଟନ ତଥା ସବୁଯାକ ତଥ୍ୟ ଏଥିପାଇଁ ଉଦ୍ଦିଷ୍ଟ କୋ-ଉଇନ୍‍ ଆପ୍‍ରେ ସନ୍ନିବେଶିତ କରିବା ଆଦି ଗୁରୁତ୍ୱ ପାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଏହି ଆପ୍‍ରେ କିପରି ଡାଟା ଅପ୍‍ଲୋଡ କରିବେ, ଟିକା କେଉଁଠୁ ଏବଂ କାହାଠାରୁ ଗ୍ରହଣ କରିବେ, ଜିଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ଟିକାର ଆବଣ୍ଟନ ପ୍ରକ୍ରିୟା, କେତେ ପର୍ଯ୍ୟାୟରେ ଟିକା ଦିଆଯିବ ତାହାର ଯୋଜନା, ଟିକା ଦେବାକୁ ଉଦ୍ଦିଷ୍ଟ ଦଳଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ ଏବଂ ଆବଶ୍ୟକ ସାମଗ୍ରୀର ପରିବହନ ଆଦି କାମ ମକ୍‍ଡ୍ରିଲରେ କରାଯାଇଥିଲା । ଏହାଛଡା ଜିଲା ଓ ବ୍ଲକସ୍ତରରେ ସମୀକ୍ଷା ବୈଠକ ମାନ ମଧ୍ୟ କିପରି ହେବ ତାହାର ମଧ୍ୟ ଏକ ଅଭ୍ୟାସମୂଳକ ପ୍ରସ୍ତୁତି କରାଯାଇଛି । ପ୍ରକୃତ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଟିକାଦାନ ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ସବୁ ତଥ୍ୟାବଳୀ ଯେପରି କୋ-ଉଇନ୍‍ ଆପ୍‍ରେ ସ୍ଥାନିତ ହୁଏ ସେଥିପାଇଁ ଏହାର ଆଇଟି ଦକ୍ଷତାକୁ ମଧ୍ୟ ଯାଞ୍ଚ କରାଯାଇଛି । ଟିକାଦାନ ସମୟରେ ଜିଲାପାଳ, ନିଜ ନିଜ ବ୍ଲକର ଟାସ୍କଫୋର୍ସମାନେ କିପରି ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ମକ୍‍ଡ୍ରିଲ ମାଧ୍ୟମରେ ପରୀକ୍ଷା କରାଯାଇଥିଲା । ଏହି ଡ୍ରାଏ ରନ୍‍ ପ୍ରକ୍ରିୟାର ଦାୟିତ୍ୱ ଜିଲ୍ଲାପାଳ ଓ ବ୍ଳକର ଟାସ୍କଫୋର୍ସମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଏହି ଅଭ୍ୟାସ ପ୍ରସ୍ତୁତି ବେଳେ ରହିଥିବା ତ୍ରୁଟିବିଚ୍ୟୁତିକୁ ଚିହ୍ନଟ କରି ତାହାର ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରପ୍ରଦେଶର କୃଷ୍ଣା, ଗୁଜରାଟର ରାଜକୋଟ ଓ ଗାନ୍ଧିନଗର, ପଞ୍ଜାବର ଲୁଧିଆନା ଏବଂ ସହିଦ ଭଗତ ସିଂହ ନଗର ଏବଂ ଆସାମର ସୋନିତପୁର ଓ ନଳବାଡି ଜିଲାରେ ଏହି ଦୁଇଦିନିଆ ଡ୍ରାଏ ରନ୍‍ କାର୍ଯ୍ୟ ସଂପନ୍ନ ହୋଇଛି ।

 

ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ନିର୍ଦ୍ଦିଷ୍ଟଭାବେ ସ୍ୱତନ୍ତ୍ର ଦଳମାନ ଗଠନ କରାଯାଇ ସେଗୁଡିକ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେମାନେ ହିତାଧିକାରୀମାନଙ୍କର ଏକ ତଥ୍ୟାବଳୀର ଡମି ପ୍ରସ୍ତୁତ କରିବା ସହ ଟିକାଦାନ ପ୍ରକ୍ରିୟାର ଏକ କାଳ୍ପନିକ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଏଥିରେ ଟିକା ବଣ୍ଟନ, ଯୋଗାଯୋଗ ରକ୍ଷା, ଟିକା ଦେଉଥିବା ଏବଂ ଟିକା ନେଉଥିବା ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ରଖି ସେମାନଙ୍କଠାରୁ ତଥ୍ୟ ସଂଗ୍ରହ ଏବଂ ଲୋକଙ୍କୁ ଟିକାଦାନ କେନ୍ଦ୍ରକୁ ଆଣିବାର ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା ।

 

ପ୍ରଥମ ଦିନରେ ଯେଉଁ ଡ୍ରାଏ ରନ୍‍ ହୋଇଥିଲା ତାହାର ତଥ୍ୟାବଳୀ ଆଜି ଅର୍ଥାତ୍‍ ଡିସେମ୍ବର 29 ତାରିଖରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ସମୀକ୍ଷା କରାଯାଇଥିଲା । ଏଥିରେ ଜିଲା ଓ ରାଜ୍ୟସ୍ତରୀୟ ପ୍ରୋଗ୍ରାମ ଅଧିକାରୀମାନଙ୍କର କାର୍ଯ୍ୟର ସମୀକ୍ଷା କରିଥିଲେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ । ସଂପୃକ୍ତ 4ଟି ଯାକ ରାଜ୍ୟ ଏହି ଡ୍ରାଏ ରନର ସଫଳତା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସବୁ କାମ ଠିକ୍‍ଠାକ୍‍ ହୋଇଥିବା ସେମାନେ ଜଣାଇଥିଲେ ।(ପି ଆଇ ବି)

 

ଏହି ଯେଉଁ ଦୁଇଦିନିଆ ଡ୍ରାଏ ରନ୍‍ ସଂପନ୍ନ ହେଲା ତାହାର ସଫଳତା ଆଧାରରେ ଦେଶରେ କୋଭିଡ୍‍ ଟିକାଦାନ ବ୍ୟବସ୍ଥା କରାଯିବ । ସବୁ କାର୍ଯ୍ୟ ମୂଳରୁ ଶେଷ ପର୍ଯ୍ୟନ୍ତ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଓ ସୁସଂହତଭାବେ ସଂପନ୍ନ କରିବାକୁ ଏହା ଥିଲା ଏକ ପ୍ରାକ୍‍ ପ୍ରସ୍ତୁତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech