ତୁଷାରପାତ ଯୋଗୁଁ ଫସି ରହିଥିବା ପର୍ଯ୍ୟଟକ ଙ୍କୁ ଉଦ୍ଧାର କଲେ ପୋଲିସ

ଜେ ବି ଏନ, ୦୩/୦୧/୨୦୨୧, (ରିପୋର୍ଟ୍ ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ତାଜା ତୁଷାରପାତ ପରେ ଫସି ରହିଥିବା ହିମାଚଳ ପ୍ରଦେଶର ମନାଲିରେ ଥିବା ଧୁଣ୍ଡି ଏବଂ ଅଟଳ ଟନେଲର ଦକ୍ଷିଣ ପୋର୍ଟାଲରୁ ୩୦୦ ରୁ ଅଧିକ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି । ସୂଚନା ମୁତାବକ ଲାହହୁଲ ଏବଂ କୁଲୁ ପୋଲିସ ଏହି ଉଦ୍ଧାର କାର୍ଯ୍ୟ କରିଥିଲେ।



