ଟଏକ୍ୟାଥନ-2021 ଏବଂ ଟଏକ୍ୟାଥନ ପୋର୍ଟାଲର ଶୁଭାରମ୍ଭ

ଟଏକ୍ୟାଥନ-2021 ଏବଂ ଟଏକ୍ୟାଥନ ପୋର୍ଟାଲର ଶୁଭାରମ୍ଭ

 

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ମିଳିତ ଭାବେ ଆଜି ଟଏକ୍ୟାଥନ-2021ର ଶୁଭାରମ୍ଭ କରିଛନ୍ତି। ସଚିବ ଶ୍ରୀ ପ୍ରବୀଣ କୁମାର, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟର ମୁଖ୍ୟ ନବୋନ୍ମେଷ ଅଧିକାରୀ ଡ. ଅଭୟ ଜେରେପ୍ରମୁଖ ଟଏକ୍ୟାଥନ-2021 ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ କେନ୍ଦ୍ରର ମନ୍ତ୍ରୀ ମିଳିତ ଭାବେ ଟଏକ୍ୟାଥନ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହି ଟଏକ୍ୟାଥନର ଲକ୍ଷ୍ୟ ହେଉଛି ଭାରତୀୟ ମୌଳିକ ଆଦର୍ଶ ଉପରେ ଆଧାରିତ ଅଭିନବ ଖେଳନାର ପରିକଳ୍ପନା କରିବା ଯାହାକି ଭାରତୀୟ ପିଲାମାନଙ୍କ ମଧ୍ୟରେ ସକାରାତ୍ମକ ବ୍ୟବହାର ଏବଂ ଉତ୍ତମ ଆଦର୍ଶ ସୃଷ୍ଟି କରିବ।

 

 

ଏହି ଅବସରରେ ଶ୍ରୀ ପୋଖରିୟାଲ ନିଶଙ୍କ କହିଥିଲେ ଯେ ଟଏକ୍ୟାଥନର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର ଖେଳନା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା। ସେ କହିଥିଲେ ଯେ ଭାରତରେ ଖେଳନା ବଜାରର ଆକାର ହେଉଛି 100 କୋଟି ଆମେରିକୀୟ ଡଲାର କିନ୍ତୁ ଦୁଃଖର କଥା ପାଖାପାଖି 80% ଖେଳନା ଆମଦାନୀ କରାଯାଉଛି। ତେଣୁ ଆଜି ଆରମ୍ଭ କରାଯାଇଥିବା ଟଏକ୍ୟାଥନ ଜରିଆରେ ଘରୋଇ ଖେଳନା ଉଦ୍ୟୋଗ ଏବଂ ସ୍ଥାନୀୟ ଉତ୍ପାଦନକାରୀଙ୍କ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ସମ୍ବଳ ଓ ଏହାର ସମ୍ଭାବନାକୁ ଉଜାଗର କରିବା ଦିଗରେ ସରକାରଙ୍କର ଏକ ପ୍ରୟାସ। ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ବିଷୟରେ ଅବତାରଣା କରି ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଆମର ଖେଳନା ବଜାରରେ ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ଖେଳନା ବଜାରକୁ ଆତ୍ମନିର୍ଭର କରିବା ପ୍ରତି ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସେ ଆହୁରି କହିଥିଲେ ଯେ ଜାତୀୟ ଶିକ୍ଷା ନୀତି 2020ରେ ପ୍ରାଥମିକ ସ୍ତରରୁ ନବୋନ୍ମେଷ ଏବଂ ଗବେଷଣା ଆଧାରିତ ଶିକ୍ଷାଦାନ ଉପରେ ଜୋର ଦିଆଯାଇଛି। ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ସହିତ ମିଶି ଟଏକ୍ୟାଥନ ମାଧ୍ୟମରେ ସାରା ଦେଶରେ 33 କୋଟି ଛାତ୍ରଛାତ୍ରୀଙ୍କ ଅଭିନବ ସାମର୍ଥ୍ୟକୁ ହାସଲ କରାଯାଇପାରିବ।

 

ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀମତୀ ସ୍ମୃତି ଇରାନୀ କହିଥିଲେ ଯେ ଭାରତ ବର୍ତ୍ତମାନ 80 ପ୍ରତିଶତ ଖେଳନା ବାହାରୁ ଆମଦାନୀ କରୁଛି ଏବଂ ସରକାର ସ୍ୱଦେଶୀ ଖେଳନା ଉଦ୍ୟୋଗକୁ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରୁଛନ୍ତି ଯାହାଫଳରେ ଦେଶ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ସେ କହିଥିଲେ ଯେ ଶିକ୍ଷା ମନ୍ତ୍ରଣାଳୟର ସହଭାଗିତାରେ ଏହି ଟଏକ୍ୟାଥନ ଜରିଆରେ ଆତ୍ମନିର୍ଭର ଭାରତର ସଂକଳ୍ପକୁ ପୂରଣ କରିବା ଦିଗରେ ଦେଶର ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ପାଇଁ ଏହି କ୍ଷେତ୍ରରେ ନବୋନ୍ମେଷ ପାଇଁ ମାର୍ଗ ପ୍ରଶସ୍ତ ହୋଇପାରିବ। ପ୍ରଥମ ଥର ‘ଦିବ୍ୟାଙ୍ଗ ପିଲାମାନଙ୍କ’ ପାଇଁ ସ୍କୁଲ ପିଲାମାନେ ଖେଳନା ଉଦ୍ଭାବନ, ଡିଜାଇନ ଓ ପରିକଳ୍ପନା କରାଯାଇଛି। ଏହି ଟଏକ୍ୟାଥନରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଲାଗି 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଖେଳନା ନିର୍ମାଣ ଉଦ୍ୟୋଗର ସୁରକ୍ଷା ପାଇଁ ବାଣିଜ୍ୟ ଓ ଏମଏସଏମଇ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ରାସାୟନିକ ଭାବେ କ୍ଷତିକାରକ ହୋଇନଥିବା ନିରାପଦ ଖେଳନା ତିଆରି କରିବା ଏବଂ ଏହାକୁ ପ୍ରତିଯୋଗିତାପୂର୍ଣ୍ଣ କରିବା ଦିଗରେ ଶିକ୍ଷା ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଶେଷ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଥିଲେ।

 

ଟଏକ୍ୟାଥନ 2021 ସମ୍ପର୍କରେ :

 

‘ଆତ୍ମନିର୍ଭର ଭାରତ’ ମାର୍ଗରେ ଏକ ବୃହତ ପଦକ୍ଷେପ ରୂପରେ ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ମିଳିତ ଭାବେ ଟଏକ୍ୟାଥନ 2021ର ଶୁଭାରମ୍ଭ କରାଯାଇଛି। ଏହି ବିଶେଷ ପ୍ରକାରର ହ୍ୟାକାଥନରେ ସ୍କୁଲ ଓ କଲେଜର ଶିକ୍ଷକ ଓ ଛାତ୍ରଛାତ୍ରୀ, ଡିଜାଇନ ବିଶେଷଜ୍ଞ, ଖେଳନା ବିଶେଷଜ୍ଞ ଏବଂ ଷ୍ଟାର୍ଟଅପଗୁଡ଼ିକ ମିଳିତ ଭାବେ ଭାରତୀୟ ସଂସ୍କୃତି ଓ ପରମ୍ପରା, ସ୍ଥାନୀୟ ଲୋକକଥା ଓ ମହାପୁରୁଷ ଏବଂ ଭାରତୀୟ ଆଦର୍ଶ ଉପରେ ଆଧାରିତ ଖେଳନା ଓ ଗେମ ବିକଶିତ କରିବା ଲାଗି ବିଚାର ସୃଷ୍ଟି କରିବେ।

 

ନଅଟି ବିଷୟବସ୍ତୁ ଯଥା ଭାରତୀୟ ସଂସ୍କୃତି, ଇତିହାସ, ଭାରତୀୟ ଜ୍ଞାନ ଏବଂ ଲୋକଚାର; ଅଧ୍ୟୟନ, ଶିକ୍ଷା ଓ ସ୍କୁଲିଂ; ସାମାଜିକ ଏବଂ ମାନବୀୟ ମୂଲ୍ୟବୋଧ, ପେସା ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ର; ପରିବେଶ; ଦିବ୍ୟାଙ୍ଗ; ଫିଟନେସ ଓ କ୍ରୀଡ଼ା, ଅଭିନବ, ସୃଜନଶୀଳ ଏବଂ ତାର୍କିକ ବିଚାର, ଏବଂ ପାରମ୍ପରିକ ଭାରତୀୟ ଖେଳନାର ପୁନଃଆବିଷ୍କାର ଏବଂ ପୁନଃଡିଜାଇନକରଣ ଆଦି ଉପରେ ଏହି ଟଏକ୍ୟାଥନ ଆଧାରିତ। କନିଷ୍ଠ, ବରିଷ୍ଠ ଏବଂ ଷ୍ଟାର୍ଟଅପ, ଏହିପରି ତିନୋଟି ସ୍ତରରେ ଟଏକ୍ୟାଥନ ଆୟୋଜିତ ହେବ।

 

ଟଏକ୍ୟାଥନରେ ଅଂଶଗ୍ରହଣ କରିବା ଲାଗି ଦୟାକରି https://toycathon.mic.gov.in ୱେବସାଇଟ ଦେଖନ୍ତୁ। ପ୍ରସ୍ତାବଗୁଡ଼ିକ 5 ଜାନୁଆରୀରୁ 20 ଜାନୁଆରୀ, 2021 ମଧ୍ୟରେ ଦାଖଲ କରାଯାଇପାରିବ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech