Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ପ୍ରଧାନମନ୍ତ୍ରୀ ଜାନୁୟାରୀ 7ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ - Jagrat Bharat News

ପ୍ରଧାନମନ୍ତ୍ରୀ ଜାନୁୟାରୀ 7ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ



ପ୍ରଧାନମନ୍ତ୍ରୀ ଜାନୁୟାରୀ 7ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ସେଦିନ ମଧ୍ୟ 1.5 କିମି ଲମ୍ବ ଡବଲ ଷ୍ଟାକ୍‍ ଲଙ୍ଗହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ

 

 

 

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ 7 ତାରିଖ (2021 ଜାନୁୟାରୀ)ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର (ଡବ୍ଳୁଡିଏଫ୍‍ସି)ର 306 କିମି ଲମ୍ବ ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ । ସେଦିନ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ । ସେଦିନ ମଧ୍ୟ ବିଶ୍ୱର ପ୍ରଥମ ଡବଲ ଷ୍ଟାକ୍‍ (ଦୁଇ ଥାକିଆ) 1.5 କିମି ଲମ୍ବର ଲଙ୍ଗ ହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ । ଏହି ଟ୍ରେନକୁ ଅତି ଶକ୍ତିଶାଳୀ ବିଜୁଳି ଇଂଜିନ ଟାଣିବ । ଯେଉଁ ମାଲଗାଡିରେ 59ରୁ ଅଧିକ ୱାଗନ ଥାଏ ତାହା ଲଙ୍ଗହାଉଲ ଟ୍ରେନଭାବେ ପରିଗଣିତ ହୋଇଥାଏ । ଏହି ଟ୍ରେନ ସେଦିନ ନିଉ ଅଟେଲି ଓ ନିଉ କିଷନଗଡ ଷ୍ଟେସନ ମଧ୍ୟରେ ଯାତ୍ରା କରିବ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିଆନାର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଉପସ୍ଥିତ ରହିବେ ।

 

ନିଉ ରେୱାରି-ନିଉ ମଦାର ସେକ୍ସନ

 

ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି ଓ ନିଉ ମଦାର ସେକ୍ସନ ହରିଆନାରେ ଅବସ୍ଥିତ । ଏହି ରେଳପଥର ଲମ୍ବ ପ୍ରାୟ 79 କିମି । ଏହା ମହେନ୍ଦ୍ରଗଡ ଓ ରେୱାରି ଜିଲାରେ ରହିଛି । ଏହାର ଅବଶିଷ୍ଟ 227 କିମି ପଥ ରାଜସ୍ଥାନର ଜୟପୁର, ଆଜମେର, ସିକର, ନାଗାଉର ଏବଂ ଅଲୱାର ଜିଲାରେ ଅଛି । ଏହି ପଥରେ 9ଟି ନବନିର୍ମିତ ଡିଏଫ୍‍ସି ଷ୍ଟେସନ ଓ 6ଟି କ୍ରସିଂ ଷ୍ଟେସନ ରହିଛି । ଏହି କ୍ରସିଂ ଷ୍ଟେସନଗୁଡିକ ହେଲା ନିଉ ଡବ୍‍ଲା, ନିଉ ଭଗେଗା, ନିଉ ଶ୍ରୀମାଧପୁର, ନିଉ ପଚାର ମାଲିକପୁର, ନିଉ ସକୁନ ଓ ନିଉ କିଷନଗଡ । ଏହାଛଡା ଏହି ପଥରେ ନିଉ ରେୱାରି, ନିଉ ଅଟେଲି ଓ ନିଉ ଫୁଲେରାରେ ଜଙ୍କସନ ଷ୍ଟେସନମାନ ତିଆରି କରାଯାଇଛି ।

 

ୱେଷ୍ଟର୍ଣ୍ଣ ଫ୍ରେଟ କରିଡରର ଏହି ଖଣ୍ଡଟି ଟ୍ରେନ ଚଳାଚଳ ପାଇଁ ଖୋଲାଯିବା ପରେ ରାଜସ୍ଥାନ ଓ ହରିଆନାର ରେୱାରି, ମାନେସର, ନରନାଉଲ, ଫୁଲେରା ଏବଂ କିଷନଗଡ ଭଳି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ବିଶେଷ ଉପକୃତ ହେବେ । କଠୁଆଠାରେ ଯେଉଁ କଣ୍ଟେନର ଡିପୋ ତିଆରି ହୋଇଛି ତାହାର ସୁଯୋଗ ମଧ୍ୟ ଅଧିକ ନିଆଯାଇପାରିବ । ଏହି ସେକ୍ସନ ଆହୁରି ମଧ୍ୟ ପଶ୍ଚିମ ଉପକୂଳର କାଣ୍ଡଲା, ପିପାବାବ, ମୁନ୍ଦ୍ରା ଏବଂ ଦହେଜ ବନ୍ଦର ସହିତ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇଦେବ । ଏ ସବୁ ବନ୍ଦର ଗୁଜରାଟରେ ଅବସ୍ଥିତ ।

 

ଏହି ସେକ୍ସନର ଉଦ୍‍ଘାଟନ ଫଳରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ମଧ୍ୟରେ ବାଧାହୀନ ସଂଯୋଗ ସ୍ଥାପନ ହୋଇପାରିବ । ଏହା ପୂର୍ବରୁ ଇଷ୍ଟର୍ଣ୍ଣ ଫ୍ରେଟ କରିଡରର 351 କିମି ଲମ୍ବ ନିଉ ଭାଉପୁର-ନିଉ ଖୁର୍ଜା ସେକ୍ସନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2020 ଡିସେମ୍ବର 29 ତାରିଖରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ।

 

ଡବ୍‍ଲ ଷ୍ଟାକ ଲଙ୍ଗହାଉଲ କଣ୍ଟେନର ସେବା

 

ଡବ୍‍ଲ ଷ୍ଟାକ୍‍ ଲଙ୍ଗହାଉଲ କଣ୍ଟେନର ସେବା ଆରମ୍ଭ ଫଳରେ ପ୍ରତ୍ୟେକ ୱାଗନର ସର୍ବାଧିକ ବୋଝେଇ ପରିମାଣ 25 ଟନକୁ ବୃଦ୍ଧି ପାଇବ । ଏହି ଟ୍ରେନର ଡିଜାଇନ ଆରଡିଏସ୍‍ଓ ୱାଗନ ବିଭାଗ କରିଛି । ଏହା କେବଳ ଉତ୍ସର୍ଗୀକୃତ ଫ୍ରେଟ କରିଡରରେ ଚାଲିବାକୁ ଉଦ୍ଦିଷ୍ଟ । ଏହା ପୂର୍ବରୁ ଏହି ଟ୍ରେନର ବିଏଲ୍‍ସିଏସ୍‍-ଏ ଏବଂ ବିଏଲ୍‍ସିଏସ୍‍-ବି ୱାଗନର ମଡେଲକୁ ପରୀକ୍ଷାମୂଳକଭାବେ ପ୍ରଚଳନ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଛି । ଏ ଧରଣର ଟ୍ରେନରେ ଅଧିକ ମାଲ ପରିବହନ ସହିତ ସବୁ ୱାଗନରେ ସମାନ ପରିମାଣର ବୋଝେଇ ସୁବିଧା ରହିଛି । ଏହାର ସ୍ଥାନ ଦକ୍ଷତାର ସର୍ବାଧିକ ଉପଯୋଗ ମଧ୍ୟ କରାଯାଇପାରିବ । ଏହି ଦୀର୍ଘକାୟ ଡବ୍‍ଲ ଷ୍ଟାକ୍‍ ଟ୍ରେନ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରରେ ବର୍ତ୍ତମାନ ଚଳାଚଳ କରୁଥିବା ମାଲ ଗାଡିଠାରୁ ଚାରିଗୁଣ ଅଧିକ ସାମଗ୍ରୀ ପରିବହନ କରିବାକୁ ସକ୍ଷମ । ଏହି କରିଡରରେ ମାଲଗାଡିଗୁଡିକ ଘଣ୍ଟାପିଛା 100 କିମି ବେଗରେ ଗତି କରିବ । ଏବେ ଭାରତୀୟ ରେଳର ମାଲଗାଡିଗୁଡିକର ସର୍ବାଧିକ ଘଣ୍ଟା ପ୍ରତି ବେଗ 75 କିମରେ ସୀମିତ । ତେବେ ରେଳପଥଗୁଡିକର ସ୍ଥିତି ଦୃଷ୍ଟିରୁ ଦେଶରେ ଏବେ ମାଲଗାଡିଗୁଡିକ ଘଣ୍ଟା ପିଛା ପ୍ରାୟ 26 କିମି ବେଗରେ ଗତି କରୁଛି । ଡେଡିକେଟେଡ ଫ୍ରେଟ କରିଡରରେ ଚଳାଚଳ କରିବାକୁ ଥିବା ସବୁ ଟ୍ରେନ ଅତିକମ୍‍ରେ 70 କିମି ବେଗରେ ଗତି କରିବ ଏବଂ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ରେଳବାଇ ପକ୍ଷରୁ ଗ୍ରହଣ କରାଯାଉଛି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech