ସୁସ୍ଥ ହେଲେ ସୌରଭ ଗାଙ୍ଗୁଲୀ

ଜେ ବି ଏନ, ୦୬/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), କୋଲକତା : ଆଜି ସୌରଭ ଗାଙ୍ଗୁଲୀ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି l ବି ସି ସି ଆର ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ଆଜି ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି l ସୂଚନା ମୁତାବକ କୋଲକତା ର ଏକ ହସ୍ପିଟାଲ ରୁ ସେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି l ପ୍ରକାଶ ଥାଉକି କିଛି ଦିନ ତଳେ ସେ ଅସୁସ୍ଥତା କାରଣରୁ କୋଲକାତାର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ l



