ଅଫିସ ସମୟରେ ଭୋଜି ଭାତର ଆସର

ଜେ ବି ଏନ୍,୦୬/୦୧/୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା ପାଲଲହଡା ଅଫିସ ରେ ତାଲା ପକେଇ ପାଳଲହଡା BDO ଙ୍କ ସମେତ ସମସ୍ତ ଷ୍ଟାଫ ଦ୍ୱିତୀୟ ଚିଲିକା ରେ ଭୋଜିରେ ମସଗୁଲ I ଆଜି ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ର BDO ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଭୋଜି ଭାତରେ ମସଗୁଲ ଥିବା ଦେଖିବାକୁ ମିଳିଛି।ପାଳଲହଡା
ସହରଗୁରୁଜାଙ୍ଗ ସ୍ଥିତ ଦ୍ୱିତୀୟ ଚିଲିକା ରେ ବ୍ଲକ ର ସମସ୍ତ ଷ୍ଟାଫ ଭୋଜି ଭାତ ରେ ମସଗୁଲ ଥିବାବେଳେ ବ୍ଲକ କୁ ସାଧାରଣ ଲୋକେ ଆସି ଫେରି ଯାଉଛନ୍ତି, ତେବେ ବିନା ଛୁଟିରେ ଅଫିସ ରେ ତାଲା ପକେଇ
ଭୂଜିଭାତ କୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି I ପାଲଲହଡା BDO ରବିନାରାୟଣ ମାଝୀ ଙ୍କ ସମେତ ସମସ୍ତ ବ୍ଲକ ଷ୍ଟାଫ ଭୋଜିରେ ଉପସ୍ଥିତ ଥିଲେ।



