Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଗ୍ୟାସ୍ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍ ହୋଇ ୪ ଜଣ ଠିକା ଶ୍ରମିକଙ୍କ ବୁଧବାର ମୃତ୍ୟୁ : ରାଉରକେଲା - Jagrat Bharat News

ଗ୍ୟାସ୍ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍ ହୋଇ ୪ ଜଣ ଠିକା ଶ୍ରମିକଙ୍କ ବୁଧବାର ମୃତ୍ୟୁ : ରାଉରକେଲା 

ଗ୍ୟାସ୍ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍ ହୋଇ ୪ ଜଣ ଠିକା ଶ୍ରମିକଙ୍କ ବୁଧବାର ମୃତ୍ୟୁ : ରାଉରକେଲା 

ଜେ ବି ଏନ୍, ରିପୋର୍ଟ ସୁସାନ୍ତ ଗଡନାୟକ, (୦୬/୦୧/୨୦୨୧)ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ( ଆର୍‌ଏପି ) ର କୋଲ କେମିକାଲ ବିଭାଗ ( ସିସି ) ର ଗ୍ୟାସ୍ ମିଙ୍କି ବ୍ୟାଙ୍କ ଏରିଆ ( ସାଇଟ୍ – ଏ ) ଗ୍ୟାସ୍ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍ ହୋଇ ୪ ଜଣ ଠିକା ଶ୍ରମିକଙ୍କ ବୁଧବାର ମୃତ୍ୟୁ ଘଟିଛି । ମୃତକ ଠିକା ଶ୍ରମିକଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ପଣ୍ଡା ( ୫୧ ) , ରବୀନ୍ଦ୍ର ସାହୁ ( ୫୯ ) , ଅଭିମନ୍ୟୁ ଶାହ ( ୩୩ ) ଓ ଗଣେଶ ଚନ୍ଦ୍ର ପହିଲ ( ୫୫ ) ଥିବା ଜଣାପଡିଛି । ଏହି ଘଟଣାରେ ଆକ୍ରାନ୍ତ ଅନ୍ୟ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ଏହି ଘଟଣାପରେ ଦୁଇଜଣ ଉପ ମହାନିର୍ଦ୍ଦେଶକ ( ଡିଜିଏମ୍ ) ଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ଏହାଛଡ଼ା ବରିଷ୍ଠ ଅଧୁକାରୀଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯାଇ ଘଟଣାର କାରଣ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି । ଶ୍ରମିକ ସଂଗଠନ ଓ କ୍ଷତିଗ୍ରସ୍ତ ପରିବାରଙ୍କ ଦାବିକୁ ଗ୍ରହଣକରି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା , ୧୦ ହଜାର ଲେଖାଏଁ ଟଙ୍କା ଅନ୍ତଃଷ୍ଟି ସାହାଯ୍ୟ ଏବଂ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ କାରଖାନାରେ ଚାକିରି ଦିଆଯିବ ବୋଲି କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ସନ୍ଧ୍ୟାରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବିଭିନ୍ନ ଶ୍ରମିକ ସଂଗଠନର ନେତା ହସ୍ପିଟାଲରେ ପହଞ୍ଚି ଠିକା ଶ୍ରମିକଙ୍କ ସାମାଜିକ ସୁରକ୍ଷା , କର୍ମଚାରୀ ଙ୍କ ଗୁପ୍ ଇନଫ୍ୟୁରାନ୍ସ ଭଳି ଠିକାଶ୍ରମିକଙ୍କ ଦୁର୍ଘଟଣା ବୀମା କରାଯିବାକୁ ଶ୍ରମିକ ନେତାଏ ଦାବି କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ , ସିସିଡିର ସାଇଟ୍ – ଏରେ

ରକ୍ଷଣାବେକ୍ଷଣ କାମ ଆଜିଠୁ ଆରମ୍ଭ କରାଯିବା ଲାଗି ଗତକାଲି ସ୍ଥିର ହୋଇଥିଲା । ତଦନୁଯାୟୀ , ଶ୍ରମିକ ଓ କର୍ମଚାରୀ ପହଞ୍ଚି ସକାଳେ କାମ ଆରମ୍ଭ କରିଥିଲେ । ବ୍ଲାଷ୍ଟଫଣ୍ଡେସ ଓ କୋକ୍

ଓଭେନ୍ ପଟୁ ଆସିଥିବା ଗ୍ୟାସ ପାଇପ୍ ଏବଂ ସିସିଡିର ଜଙ୍କସନ ( ଗ୍ୟାସ ମିଙ୍ଗି ବ୍ୟାଙ୍କ ) ନିକଟସ୍ଥ ପାଇରେ ଏକ ଫ୍ରାଞ୍ଜ ଭୋଲ୍ ଖୋଲାଯିବାକୁ ଥିଲା । ରକ୍ଷଣାବେକ୍ଷଣ ପ୍ରକ୍ରିୟାରେ ଏହି କାମ ଆରମ୍ଭ ହୋଇଥିଲା । ଏଠାରେ ଥିବା ପାଇପ୍ ଗୁଡ଼ିକ ଯୋଗେ କାର୍ବନ ମନୋକସାଇଡ୍ ପ୍ରବାହ ହୋଇଥାଏ । ତେବେ ପାଇପୁରୁ ଗ୍ୟାସ୍ ଖାଲି କରାଯିବା ପ୍ରକ୍ରିୟାରେ ନାଇଟ୍ରୋଜେନ୍ ଫର୍ଜ କରାଯାଇ କାର୍ବନ ମନୋକ୍ସାଇଡ୍‌ ଖାଲି କରାଯିବା କଥା । କେବଳ ସେତିକି ନୁହେଁ , କାମ ଆରମ୍ଭ ପୂର୍ବରୁ କେତେ ପିପିଏମ୍ ଗ୍ୟାସ୍ ପ୍ରବାହ କରୁଛି ବା ରହିଛି ତାହା ଅନୁଧ୍ୟାନ କରାଯିବା କଥା ହେଲେ ସମ୍ଭବତଃ ସେସବୁ ବିଧୂବଦ୍ଧ ଭାବେ ତଦାରଖ କରାଯାଇ ନ ଥିବାରୁ ପ୍ରାୟ ୯ଟା ବେଳେ ଫ୍ରାଞ୍ଜି ଭୋଲ୍ ଖୋଲିବା କ୍ଷଣି ଗ୍ୟାସ୍ ଲିକ୍ ହୋଇଥୁଲା । କାମ କରୁଥିବା ଠିକା ଶ୍ରମିକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଥିଲେ । କେତେକ ଶ୍ରମିକ ଘଟଣାସ୍ଥଳରେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲା । ଅନ୍ୟଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ । ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତ ଶ୍ରମିକଙ୍କୁ ତୁରନ୍ତ କାରଖାନାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରୀ ଦଳଙ୍କ ଚେଷ୍ଟା ସତ୍ତ୍ବ ଶ୍ରମିକ ମାନଙ୍କ ଜୀବନରକ୍ଷା କରାଯାଇ ପାରିନଥିଲା । ଦିନ ପ୍ରାୟ ୧୧ଟା ୪୦ସୁଦ୍ଧା ଏହି ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech