ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ରେ ଭୂମିକମ୍ପ ଅନୁଭୂତ

ଜେ ବି ଏନ, ୦୭/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆଜି ସକାଳ ସମୟରେ ଆଣ୍ଡିମାନ ଓ ନିକୋବର ଦ୍ଵୀପପୁଞ୍ଜ ରେ ଭୂମିକମ୍ପ ଅନୁଭୂତ ହୋଇଛି l ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ମୁତାବକ ଆଜି ସକାଳ ୬.୫୭ ମିନିଟ୍ ସମୟରେ ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ ର କ୍ୟାମ୍ପବେଲ ବେ ଠାରୁ ଦକ୍ଷୀଣ ଓ ଦକ୍ଷୀଣ ପୂର୍ବ ର ଦୁଇ କିଲୋମିଟର ଦୂରରେ ଏହା ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହା ୪.୪ ତିବ୍ରତା ବୋଲି ରେକର୍ଡ କରାଯାଇଛି l



