ଆଇସିଏଆର-ସିଫା ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଜେ ବି ଏନ, ୦୯/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୦୯/୦୧/୨୦୨୧ ରିଖ ଶନିବାର ସକାଳ 11:30 ରେ ଭୁବନେଶ୍ୱର ସ୍ଥିତ ଆଇସିଏଆର-ସିଫା ପରିଦର୍ଶନ କରିବେ |
ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ ଗବେଷକ ଏବଂ କୃଷକମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ।



