ଭୟାବହ ଅଗ୍ନୀକାଣ୍ଡ ରେ ଦୁଇଗୋଟି ଧାନଖଳl ସମ୍ପୂର୍ଣ ପୋଡ଼ିଯାଇଛି l ଅଗ୍ନୀ କାଣ୍ଡର କୌଣସି କାରଣ ଜଣାପଡ଼ିନାହିଁ
ଜେ ବି ଏନ, ୧୩ /୦୧/୨୦୨୧, ରିପୋର୍ଟ, (ସୁଶାନ୍ତ କୁମାର ମହାପାତ୍ର), ଆଜି ମଧ୍ୟ୍ୟହ୍ନ ସମୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ନୂଆକୋଟ ଗ୍ରାମରେ ଭୟlବହ ଅଗ୍ନୀକାଣ୍ଡରେ ଦୁଇଟି ଧାନ ଖଳା ପୋଡ଼ି ନଷ୍ଟ ହୋଇଯାଇଛି l ଗ୍ରାମର ଶ୍ରୀକାନ୍ତ ବେହେରା ଙ୍କ ଦୁଇ ଏକର ଜମିର ଧାନ ଗଦା ଓ ଏକ ଏକର ର ପାଳ ଏବଂ ଉମେଶ ସାହୁଙ୍କ ଏକ ଏକର ର ଧାନଗଦା ଓ ଦୁଇ ଏକର ର ପାଳ ପୋଡ଼ି ପାଉଁଶ ହୋଇଯାଇଛି l ଦମକଳ ବାହିନୀ ଆସିବା ପୂର୍ବରୁ ଗାଁ ଲୋକମାନେ ଚେଷ୍ଟlକରି ଥିଲେ, ନିଆଁ କୁ ଦମକଳ ବାହିନୀ ଆୟତ୍ତ କରିଥିଲେ l ନିଆଁ ଲାଗିବା କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

