
ସୁଇଟ ଆସୋସିଏସନ ପକ୍ଷରୁ ବନ୍ଧୁ ମିଳନ
(ଜେ ବି ଏନ) ୧୫ /୦୧ /୨୦୨୧ ଢେଙ୍କାନାଳ ସୁଇଟ ଆସୋସିଏସନ ପକ୍ଷରୁ ଆଜି ବନ୍ଧୁ ମିଳନ କାର୍ଯ୍ଯକ୍ରମ ସ୍ଥାନୀୟ ଜତନ ନଗର ଠାରେ ଅନୁଷ୍ଠିତ ହୋଇଥିଲା। ଆଗକୁ ସ୍ଵଚ୍ଛ ଭାରତ୍ ଅଭିଯାନ କରିବେ। ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ କରିବେ। କମ୍ବଳ ବଣ୍ଟନ ଇତ୍ୟାଦି, ଏଥିରେ ୧୦ ରୁ ଉର୍ଦ୍ଧ କର୍ମ କର୍ତ୍ତା ମାନେ ଯୋଗଦାନ କରିଥିଲେ। ଜିତେଶ୍ କୋଟାକ୍ (ସେକ୍ରେଟେରୀ), ଜୟ ପ୍ରକାଶ ସାହୁ (ପ୍ରେସିଡେଣ୍ଟ), ପ୍ରସିତ ସାହୁ, ଜ୍ୟୋତି କୁମାର ସିଂହ, ସୋମନାଥ ସାହୁ, ମନୋଜ କୁମାର, ସୂର୍ଯ୍ୟକାନ୍ତ ସାହୁ, ଗୁନା, ମିଟୁ ଭାଇ (କ୍ୟାସିଅର୍) ଏଥିରେ ଯୋଗଦାନ କରିଥିଲେ।



