ଅମାନିଆ ଗାଡି ଚାଳକ ଙ୍କ ଠାରୁ ଜୋରିମାନା ଆଦାୟ

ଜେ ବି ଏନ, ୧୭/୦୧ /୨୦୨୧, (ରିପୋର୍ଟ, ବରହମ ମହାନ୍ତି), ବ୍ରହ୍ମପୁର : ପୁର ଟ୍ରାଫିକ ପୋଲିସ ତରଫରୁ engring school ଯନକ୍ସନ ଠାରେ ଅମାନିଆ ଗାଡ଼ି ଚାଳକ ଙ୍କ ଠାରୁ 15000 ଓ ସୋସିଆଲ ଡିଷ୍ଟାନ୍ସ ଅବମାନନା ପାଇଁ 2300 ଟଙ୍କା ଆଦାୟ କରାଯିବା ସହ ଅମାନିଆ ଗାଡ଼ି ଚାଳକ ଙ୍କୁ ହେଲମେଟ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା।




