ନିଶା ବର୍ଜନ ପାଇଁ ଅଭିରାମଙ୍କ ଝାରସୁଗୁଡାରୁ ପୁରୀ ପଦଯାତ୍ରା
ଜେ ବି ଏନ୍ ୧୪/୦୧/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ବର୍ଜନ ପାଇଁ ୬୩ବର୍ଷୀୟ ଅଭିରାମ ଝାରସୁଗୁଡା ରୁ ପୁରୀ ପଦ ଯାତ୍ରା ବର୍ତ୍ତମାନ ନିଶା ଖାଇ ଯୁବ ପିଢ଼ି ପାଥ ବ୍ରଷ୍ଟ ହଉଥିବା ବେଳେ ୬୩ବର୍ଷୀୟ ଅଭିରାମ ନିଆରା ଢଙ୍ଗରେ ଏହାକୁ ବିରୋଧ କରି ପଥ ବ୍ରଷ୍ଟ ରୋକିବା ପାଇଁ ପାୟସ କରିଛନ୍ତି।ନିଶା ସେବନ କରିବା ଉତ୍ସଵ ଓ ସବୁ ଦିନ ବ୍ୟାୟାମ କରିବା ଆହ୍ୱାନ ଦେଇ ନିଜ ଗାଁ ଝାରସୁଗୁଡା ବୁଲରକା ଠାରୁ ପୁରୀ ଯାଏ ପଦ ଯାତ୍ରା ଆଭିରାମ ଗୁରୁବାର ସମ୍ବଲପୁର ପହଞ୍ଚି ଲୋକ ମାନଙ୍କୁ ବେୟାମ କରିବାକୁ ସଚେତନ କରିବା ସହ ନିଶା ସେବନ କୁ ବର୍ଜନ କରିବାକୁ କହିଥିଲେ। ଆସନ୍ତା ୨୨ତାରିଖରେ ପୁରୀ ଶ୍ରୀ ମନ୍ଦିରରେ ପହଂଚି ନିଜ ପଦ ଯାତ୍ରା ଶେଷ କରବାକୁ ସେ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।




