ଠିକାଦାର, ପୂର୍ତ୍ତ ବିଭାଗ ଅବହେଳା ପାଇଁ ସଡ଼କ ଦୁର୍ଘଟଣା ରେ ଜଣକ ଜୀବନ ଯିବା ନେଇ ଅଭିଯୋଗ

ଜେ ବି ଏନ, ୦୩/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିନିକେଇ ରାସ୍ତାର ଶୁଭ ଦେବାକୁ ଆଜି ବିଧାୟକ ରମେଶ ସାଏ, BJD ସଂସାଦ ପ୍ରାର୍ଥୀ ନଳିନୀ ପ୍ରଧାନ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭ ଦେବାକୁ ଆଜି କାର୍ଯ୍ୟକ୍ରମ ଅଛି। କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ଯ ଯାଥା ଗାତଖୋଳି କୌଣସି ସଂକେତ ନଦେବା ଯୋଗୁଁ ଗାତ ରେ ପଡି ଜାମୁଡୋଲି ନିବାସୀ ଚିତ୍ରସେନ ସାହୁ ଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଆଠମଲ୍ଲିକ ଅଂଚଳରେ ଏକ ପ୍ରକାର ଅସନ୍ତୋଷ ଖେଳି ଯାଇଚି, ଗତକାଲି ରାତି ପ୍ରାୟ 9 ଟା ସମୟରେ ଘରକୁ

ଫେରୁଥିବା ସମୟରେ ରାସ୍ତା କମା ଚାଲିଥିବା ବେଳେ ଠିକା ଦାର ଗାତ ଖୋଳି ଦେଇ. କୋଣସି ସଂକେତ ଲଗାଇ ନଥିଳେ ଫଳରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ମୃତ୍ୟ ଯୁବକଙ୍କ ମୃତ୍ୟ ଘଟିଛି ,ଦୁର୍ଘଟଣା ଘଟିବା ପରେ ଠିକାଦାର ବାର୍କେଟ ଏବଂ ସଂକେତ ଚିହ୍ନ ଲଗାଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି l



