ଉପ ବାଚସ୍ପତି ନେଲେ ପ୍ରଥମ ଡୋଜ୍ କରୋନା ଟୀକା

ଜେ ବି ଏନ, ୦୨/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କରୋନା ଟିକାର ପ୍ରଥମ ଡୋଜ୍ ନେଲେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ l ଟୀକା ନେବା ପରେ ଶ୍ରୀ ସିଂହ କହିଥିଲେ ଯେ ଏହି ଟିକା ନେବା ବିଲକୁଲ ନିରାପଦ l ଏଥି ସହିତ ଏହି ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ସମସ୍ତେ ଟୀକା ନିଅନ୍ତୁ ବୋଲି ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ ପରାମର୍ଶ ଦେଇଛନ୍ତି l
https://twitter.com/Rajani_Angul/status/1366334945807925248?s=09



