ତାଳପଦା ବିଜେପି ଗ୍ରାମ ପଞ୍ଚାୟତ ସଭାପତି ଓ ବିଜେପି ନେତା ଙ୍କ ବିଜେଡ଼ିରେ ଯୋଗଦାନ

ଜେ ବି ଏନ, ୦୫/୦୩ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ), କଣିହାଁ : ତାଳପଦା ଗ୍ରାମପଞ୍ଚାୟତର ବିଜେପି ସଭାପତି ଶ୍ରୀଯୁକ୍ତ ଅଜୟ ସେନାପତି , ସମଲ ଗ୍ରାମପଞ୍ଚାୟତ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ସାହୁ, ବିଜେପିଦଳ ପରିତ୍ୟାଗ କରି ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,ଓ ପାଲଲହଡାର ଯୁବ ବିଧାୟକ ଶ୍ରୀମାନ ମୁକେଶ କୁମାର ପାଳଙ୍କ କାର୍ଯ୍ୟଶୈଳୀ,ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀରେ ଅବସରରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲେ।



