ବ୍ରହ୍ମପୁର ପୁଲିସ ପକ୍ଷରୁ 1 ଲକ୍ଷ 42 ହଜାର ଟଙ୍କା ର ଚାଲାଣ କଟାଯାଇ ଥିବା ସହ 35 ଗୋଟି ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ

ଜେ ବି ଏନ, ୦୯/୦୩ /୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ପକ୍ଷରୁ 8 ରୁ 9 ତାରିଖ ମଧ୍ୟରେ enforcement କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରାଫିକ ନିୟମ ଅବମାନନା ଓ ବେଆଇନ ଗାଡି ଚାଳନା ପାଇଁ 284 ଜଣ ଗାଡି ଚାଳକ ଙ୍କ ଠାରୁ 1 ଲକ୍ଷ 42 ହଜାର ଟଙ୍କା ର ଚାଲାଣ କଟାଯାଇ ଥିବା ସହ 35 ଗୋଟି ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ନେଇ ସୂଚନା ।ଆଗକୁ ମଧ୍ୟ ଏଭଳି ଭାବେ enforcement କାର୍ଯ୍ୟକ୍ରମ କଡାକଡି ଭାବେ ଜାରିହେବ ବୋଲି ସୂଚନା ମିଳିଛି l



