ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଯୁବ ସମାଜସେବୀ

ଜାଗ୍ରତ ଭାରତ ନୀୟୂଜ, ୨୩/୦୩ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ, କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ NTPC ନକନକା ଠାରେ ହୋଇଥିବା ସଡକ ଦୁର୍ଘଟଣାରେ NTPC କିମ୍ବା NHAI କତ୍ତୃପକ୍ଷ କୌଣସି କ୍ଷତିପୂରଣ ନ ଦେବାରୁ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ମାନ୍ୟବର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କଥା ରକ୍ଷା କରି ଯୁବ ସମାଜସେବୀ ଇଂଜିନିୟର ଅବନିକାନ୍ତ ସାହୁ ମୁତକଙ୍କ ପରିବାର ଦ୍ୱୟକୁ ପାଞ୍ଚ,ପାଞ୍ଚ ଲକ୍ଷ (୧୦ଲକ୍ଷ)କ୍ଷତିପୂରଣ ଦେଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)


