ଉପ ନିର୍ବାଚନ : ପିପିଲି ରେ ଅଜିତ ମଙ୍ଗରାଜ କଂଗ୍ରେସ ପ୍ରାର୍ଥୀ

ଜେ ବି ଏନ, ୨୯/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ପିପିଲି : ଗ୍ରୀଷ୍ମ ପ୍ରବାହ ତାତି ସହ ପିପିଲି ଉପ ନିର୍ବାଚନ ତାତି ଅନୁଭୂତ ହେଉଛି ପିପିଲି ନିର୍ବାଚନ ମଣ୍ଡଳୀ ରେ l ବିଜେପି ବିଜେଡି ପ୍ରାର୍ଥୀ ଘୋଷଣା କରାଯାଇଛି l ଏବେ କଂଗ୍ରେସ ପାଳି l କଂଗ୍ରେସ ମଧ୍ଯ ନିଜର ଦମ୍ ଦେଖାଇ ପ୍ରତିଦ୍ୱନ୍ଦିତା ପାଇଁ ଅଣ୍ଟା ଭିଡ଼ି ବସିଛି l ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜ ଙ୍କୁ ଘୋଷଣା କରି ପିପିଲିରୁ ପ୍ରାର୍ଥୀ କରିଛି କଂଗ୍ରେସ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)
