ଧଳା ବାଘୁଣୀ ବିଜୟା ଜନ୍ମଦେଲା ତିନି ଶାବକ

ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ରେ ଗତକାଲି ତିନି ନୂତନ ଅତିଥି ଜନ୍ମଗ୍ରହଣ କରିଛନ୍ତି l ବିଜୟା ନାମ୍ନୀ ଗୋଟିଏ ଧଳା ବାଘୁଣୀ ତାର ତିନୋଟି ଶାବକଙ୍କୁ ଜନ୍ମ ଦେଇଛି l ସୂଚନା ମୁତାବକ ବିଜୟା ଓ ତାର ଜନ୍ମିତ ଶାବକ ବାଘ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)

