ଧାନ ମଣ୍ଡି ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ, ୨୭୨ ଚାଷୀ ହେବେ ଉପକୃତ

ଢେଙ୍କାନାଳ ଜିଲ୍ଲା
ଗଁନ୍ଦିଆ ବ୍ଲକର ଖଙ୍କିରା ଗ୍ରାମରେ ଶକ୍ତି ରଘୁନାଥ ଜୀଉ ସ୍ୱୟଂ ସହାୟକ ସମିତି ମାଧ୍ୟମରେ ଖୋଲା ଯାଇଥିବା ଏକ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର। ଯୋଗଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ଗଁନ୍ଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ , ଗଁନ୍ଦିଆ ତହସିଲଦାର ଭଜନାନନ୍ଦ ସାହୁ, ଖଙ୍କିରା ଗ୍ରାମ ପଞ୍ଚାୟତ ସରପଞ୍ଚ,ଲେଥେକା ଗ୍ରାମପଞ୍ଚାୟତ ସରପଞ୍ଚ ଓଁ ପ୍ରକାଶ ଦାସ,ସ୍ପର୍ଶ ହସ୍ପିଟାଲ ଭୁବନେଶ୍ୱର ର ପ୍ରତିଷ୍ଠାତା ଏନ୍ .ସି .ଧୀର ସମେତ ଶକ୍ତି ରଘୁନାଥ ଜୀଉ ସ୍ୱୟଂ ସହାୟକ ସମିତି ର ସମସ୍ତ ସଭ୍ୟ ଗ୍ରାମବାସୀ, ଚାଷୀମାନେ ଉପସ୍ଥିତ ଥିଲେ। ଉକ୍ତ ମଣ୍ଡି ମାଧ୍ୟମରେ ୨୭୨ ଜଣ ଚାଷୀ ଙ୍କର ଦଶ ହଜାର ତିନି ଶହ ଏଗାର (୧୦,୩୧୧)କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ ରଖାଯାଇଛି। ତେବେ ଉପସ୍ଥିତ ଚାଷୀ ମାନେ ମଣ୍ଡି ରେ ପ୍ରତି କ୍ୟୁଣ୍ଟାଲ ପିଛା ଚାରି କେଜି କଟନିଛଟନୀ ବନ୍ଦ କରିବା, ଝୋଟ ବସ୍ତା ପରିବର୍ତ୍ତେ ଜରି ବସ୍ତାରେ ଧାନ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜଳସେଚନର ସୁବିଧା କରାଇବା ,ଖଂକିରା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ୧୩୦ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୨ଜଣ ଶିକ୍ଷକ ଥିବାଯୋଗୁ ପାଠପଢ଼ାରେ ଅସୁବିଧା ହେଉଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କର ବୋଦ୍ଧ ଜ୍ଞାନ ପରୀକ୍ଷା କରିବା ସହିତ ମାଧ୍ୟାର୍ହ୍ନ ଭୋଜନ ର ମାନ ପରଖି ଥିଲେ । ଚାଷୀ ତଥା ଗ୍ରାମବାସୀ ଙ୍କ ସମସ୍ତ ଅସୁବିଧା କୁ ଦୃଷ୍ଟିରେ ରଖି ତା’ର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
3 Comments
Your comment is awaiting moderation.
Thanks for sharing. I read many of your blog posts, cool, your blog is very good. https://accounts.binance.bh/register/person?ref=IXBIAFVY
Your comment is awaiting moderation.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
Your comment is awaiting moderation.
Your article helped me a lot, is there any more related content? Thanks!
Your comment is awaiting moderation.
Can you be more specific about the content of your article? After reading it, I still have some doubts. Hope you can help me.
Reading your article helped me a lot and I agree with you. But I still have some doubts, can you clarify for me? I’ll keep an eye out for your answers.
Your article helped me a lot, is there any more related content? Thanks!
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
Your comment is awaiting moderation.
Your article helped me a lot, is there any more related content? Thanks!
Your comment is awaiting moderation.
Your article helped me a lot, is there any more related content? Thanks!
Your comment is awaiting moderation.
Your article helped me a lot, is there any more related content? Thanks!
Your comment is awaiting moderation.
Your article helped me a lot, is there any more related content? Thanks!
Your comment is awaiting moderation.
Thanks for sharing. I read many of your blog posts, cool, your blog is very good.