ପରଜଙ୍ଗ/୨୧-୦୧-୨୦୨୩ : ପିତିରି ଗ୍ରାମ ପଞ୍ଚାୟତ ଖାଲପାଳ ଗ୍ରାମର ଲେଖ ନାଏକ ଙ୍କୁ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଃଖଦ ଖବର ଶୁଣି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବବର୍ଗ ଙ୍କର ଆଦର୍ଶ ପାଲଟିଥିବା ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) ପହଞ୍ଚି ଦୁଃଖ ପ୍ରକାଶ କରି ପରିବାର କୁ ସମବେଦନା ଜଣାଇଥିଲେ ଓ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଅଲେଖ ନାଏକ ଙ୍କ ପରିବାର କୁ ତୁରନ୍ତ କ୍ଷତିପୂରଣ ସହ ପରିବାର ରୁ ଜଣେ ସଦସ୍ୟ ଙ୍କୁ ବନ ବିଭାଗ ରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଆମ ପରଜଙ୍ଗ ଅଞ୍ଚଳରରୁ ହାତୀ ଉପଦ୍ରବ କେମିତି କମି ପାରିବ ଓ ହାତୀ ଘଉଡେଇବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ମହାବିରୋଡ଼ ବନ ବିଭାଗର ଅଧିକାରୀ ଓ ପରଜଙ୍ଗ ତହସିଲଦାର ଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)