ହାଇଦ୍ରାବାଦ: ଶେଷରେ ଆନ୍ଧ୍ର ପ୍ରଦେଶରୁ ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ନିକଟରେ ତାଙ୍କର ଛତିଶଗଡକୁ ବଦଳି ହୋଇଥିବାରୁ ସେ ଆନ୍ଧପ୍ରଦେଶ ରାଜଭବନ ଛାଡିଛନ୍ତି। ସେଥିପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ଉଭୟ ରାଜ୍ୟପାଳ ଏବଂ ଲେଡି ଗଭର୍ଣ୍ଣରଙ୍କୁ ବିଦାୟ ଦେଇଛନ୍ତି।
ତେବେ ଏହି ବିଦାୟ ବେଳେ ଜଗନମୋହନ ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି। ଯାହାକୁ ନେଇ ଆନ୍ଧ୍ର ପ୍ରଦେଶରେ ତାଙ୍କର ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ରାଜ୍ୟର ବହୁ ନେତା ତଥା ବରିଷ୍ଠ ଅଧିକାରୀ ଉଭୟଙ୍କୁ ବିଦାୟ ଦେଇଛନ୍ତି।
ସୋର୍ସ news


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-2-scaled.jpg)

