ଷ୍ଟୋରୀ ଇମେଜ ର ରଙ୍ଗ ନେ ରଙ୍ଗ ଦେ କାର୍ଯ୍ୟକ୍ରମ ରେ ଝୁମିଲେ ଛାତ୍ରଛାତ୍ରୀ



।
ଚୌଦ୍ୱାର କଲେଜ ତରଫରୁ
ଷ୍ଟୋରୀ ଇମେଜ ର ରଙ୍ଗ ନେ ରଙ୍ଗ ଦେ କାର୍ଯ୍ୟକ୍ରମ ସାହିତ୍ୟ ଅଧ୍ୟାପକ
ଶ୍ରୀ ପ୍ରଫୁଲ୍ଲ ସାହୁ ଙ୍କ ସଭାପତିତ୍ୱ ରେ ଚୌଦ୍ୱାର ସ୍ଥିତ ପୋଟଲେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ର ଅଭିର ଖେଳ ଓ ପ୍ରେମ ଭାବ ସମ୍ବନ୍ଧ ରେ ସବିଶେଷ ଆଲୋଚନା ହେବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଓ କଲେଜ ଅଧ୍ୟାପକ ଙ୍କ ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଙ୍କ ର ବାଲ୍ୟ କାଳ ରେ ଅଭିର ରଙ୍ଗ ର କିଛି ବିଶେଷ ମୁହୂର୍ତ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟକାର ସେମାନଙ୍କର ଫଗୁଣ ଓ ପ୍ରେମ ସମ୍ପର୍କିତ କବିତା ପାଠ କରିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

