ଦୋଳ ପୂଣ୍ଣିମା ଉତ୍ସବ ପାଳିତ





ଆଜି ଢେଙ୍କାନାଳରେ ରାଧା କୃଷ୍ଣ ବଜାର ସ୍ଥିତ ଦୋଳ ମଣ୍ଡପ ସାହିରେ ଦୋଳ ପୂଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ସନ୍ଧ୍ୟା ସମୟରେ ଘଣ୍ଟା, କାହାଳୀ, ଛତା ଓ ଛତ୍ରୀ, ପାଲିଙ୍କିରେ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ମଦନ ମୋହନ ଆସି ପହଞ୍ଚିବେ ଦୋଳ ଭାଡ଼ି ଠାରେ। ସନ୍ଧ୍ୟା ବେଳେ ସେଠାରେ ଆଳତୀ ଓ ପୂଜା ଅର୍ଚ୍ଚନା ଏବଂ ନୂଆ ପାଞ୍ଜି ପଠନ କରାଯିବ। ଗଉଡ଼ ବାଡି ଖେଳ ଓ ଭଜନ ସମାରୋହ ଅନୁଷ୍ଠିତ ହେବ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

