ସୁଚିତ୍ରା ଦାସ ହେଲେ ବ୍ରହ୍ମପୁର ଏମକେସିଜି ର
ଅଧିକ୍ଷକ.
ବ୍ରହ୍ମପୁର ଏମକେସିଜି ର ଚଯୁ ବିଭାଗର ମୁଖ୍ୟ
ପ୍ରଫେସର ସୁଚିତ୍ରା ଦାସ ଏମକେସିଜି ର ଅଧିକ୍ଷକ ଦାୟିତ୍ୱ ମିଳିଥିବା ବେଳେ ଅଧିକ୍ଷକ
ଥିବା ସନ୍ତୋଷ ମିଶ୍ର ଙ୍କୁ ମେଡିକାଲ କଲେଜର
ପ୍ରିନସିପାଲ ଏବଂ ଡିନ ଦାୟିତ୍ୱ ମିଳିଥିବା ନେଇ
ସ୍ଵାସ୍ତ୍ୟ ବିଭାଗ ତରଫରୁ ବିଜ୍ଞପତି ପ୍ରକାଶ
ପାଇଛି.




