ମାନସିକ ବିକାର ଗ୍ରସ୍ତ ମଣିଷ ବଂଚିବା ପାଇଁ ଖୁଜୁଛି ରାହା !
ଏ ହେଉଛି ଆଜ୍ଞା ଜଣେ ମାନସିକ ବିକାର ଗ୍ରସ୍ତ ମଣିଷ ବଂଚିବା ପାଇଁ ଖୁଜୁଛି ସାହାର !କିନ୍ତୁ ମଣିଷ ଜୀବନ ବଡ ବିଚିତ୍ର ଆଜ୍ଞା ନିଜ ମୁଣ୍ଡ ଠିକ ଥିଲାବେଳେ ସବୁ ଠିକ ଥାଏ !ଯଦି ମୁଣ୍ଡ ଖରାପ ହୋଇଯାଏ ସେ ତାର ହିତା ହିତ ଜ୍ଞାନ ହରେଇ ବସେ !କଣ କରେ କିଛି ଜାଣି ପାରେନା ଭଲ ମନ୍ଦ କିଛି ବୁଝିପାରେନା !ସେଇ ପରି ଏଇ ମାନସିକ ବିକାର ଗ୍ରସ୍ତ ଲୋକ ଜୀବନ ରେ ଘଟିଯାଇଛି ଆଜ୍ଞା !ଆମେ ଯାହା ଖବର ସଂଗ୍ରହ କରିଲୁ, ଏଇ ଲୋକଟି ବହୁତ ପାଠ ପଢିଥିଲା !ଜ୍ଞାନୀ ବି ମଧ୍ୟ ଥିଲା ତା ଜୀବନ ଚଲା ବାଟରେ କଳା ବାଦଲ ଛାଇ ଆସିଲା !ସେ ପାଗଳ ହୋଇଗଲା,ରାସ୍ତାରେ ଇଆଡ଼େ ସିଆଡେ ଘୁରି ବୁଲିଲା ନିଜ ଜୀବନ ର ଭଲ ମନ୍ଦ ଜାଣି ପାରିଲା ନାହିଁ !କେତେବେଳେ କୁଆଡେ ଗଲା କିଛି ଜଣା ପଡିଲା ନାହିଁ !ସତରେ କଣ ମଣିଷ ଜୀବନ ଏଇପରିକା !ଯଦି ଗ୍ରାମାଞ୍ଚଳ ମାନଙ୍କରେ ଏଇ ମାନସିକବିକାର ଗ୍ରସ୍ତ ଲୋକ ମାନଙ୍କ ପାଇଁ କିଛି ସୁବିଧା କରନ୍ତେ ସରକାର ତାହା ହେଲେ ଭଲ ହୁଅନ୍ତା !




