ଭୁବନେଶ୍ବର: ରାଜ୍ୟରେ ଅଲିମ୍ପିକ୍ ମୂଲ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଦକ୍ଷେପ ଉପରେ OFCH ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 
ଭେଟିଛନ୍ତି । 250 ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଲିମ୍ପିକ୍ ଫରେଷ୍ଟ ନେଟୱାର୍କ କାର୍ଯ୍ୟକ୍ରମ ପାଇଁ ସହାୟତା, ଓଡିଶାରେ 1 ମିଲିୟନରୁ ଅଧିକ ବୃକ୍ଷରୋପଣ କରାଯିବ । ଓଡ଼ିଶା ଗସ୍ତ ପାଇଁ ଆଇଓସି ସଭାପତି ଥୋମାସ ବାଚଙ୍କୁ ନିମନ୍ତ୍ରଣ କରିଛନ୍ତି ।




