ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃୟାରୀରୁ ଆସନ୍ତା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା ା କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଶୁକ୍ରବାର ଅଧିବେଶନ ବନ୍ଦ କରାଯାଇଛି ା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ସହ ଆଲୋଚନା ନ କରି ରାଜ୍ୟ ସରକାର କାହିଁକି ହଠାତ୍ ସ୍ବେଚ୍ଛାଚାରୀଭାବେ ବିଧାନସଭା ଅଧିବେଶନ ବନ୍ଦ କରିଦେଲେ ଏହାର ଉତ୍ତର ରଖନ୍ତୁ ା ଇଏ ପଳାୟନପନ୍ଥୀ ସରକାର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

April 22, 2026/
No Comments



