ଓମ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟ ତରଫ ରୁ ଜଳଛତ୍ର ଅନୁଷ୍ଠିତ 

୧୪/୦୪/୨୦୨୩ ଭୁବନେଶ୍ୱର ସ୍ଥିତ ଚାକେଇସିଆଣି ଠାରେ ଓମ ସତ୍ୟମ୍ ଟ୍ରଷ୍ଟ ତରଫରୁ ଜଳଛତ୍ର ଏବଂ ହିନ୍ଦୁ ନବ ବର୍ଷ ପାଇଁ ପଣl ବିତରଣ କରାଯାଇଛି
ଏଥିରେ ଟ୍ରଷ୍ଟ ର ମୁଖ୍ୟ ଶ୍ରୀମତୀ କନକଲତା ମହାନ୍ତି, ଆଡଭୋକେଟ ଶିବରାମ ମିଶ୍ର,ତରୁଣ କୁମାର ବାଲି,ଗୀତାଞ୍ଜଳି ମହାନ୍ତି,ଭାରତୀ ସାହୁ,ବିଜୟ କୁମାର ରାଉତ,ତ୍ରିନାଥ ରଣା,ଶରତ କୁମାର ମହାନ୍ତି , ଝରଣା ମୟୀ ଦାସ ଏବଂ ବହୁ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ l
କଟକ ରୁ ପ୍ରଦୀପ୍ତ କୁମାର ଘଡେ଼ଇ ଙ୍କ ରିପୋର୍ଟ




