ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଢେଙ୍କା ନାଳ, ୨୧/୪: ଅଦ୍ୟ ଶୁକ୍ରବାର ଦିବା ସାଢେ ୯ଟା ସମୟରେ ‘‘ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ’’ ଢେଙ୍କାନାଳ ଶାଖା ତରଫରୁ ରାଜ୍ୟ ମିଳିତ ମଂଚର ଆହ୍ବାନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ମିଳିତ ମଂଚର ଆବାହକ ଅରୁଣ କୁମାର ବଳିଆରସିଂଙ୍କ ଓ ଏହି ମଂଚର ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକଙ୍କ ମିଳିତ ଉଦ୍ୟମରେ ଓଡିଶା ଅମଲା ସଂଘର ସମ୍ପାଦକ ଗଣେଶ ଚନ୍ଦ୍ର ପୃଷ୍ଟି, ଓଡିଶା ରାଜସ ଅମଲା ସଂଘର ସଂପାଦକ ପ୍ରକାଶ ଚନ୍ଦ୍ର ପାଇଁ, ନିଷ୍ଫଳ ଓଡିଶା ଟ୍ରେଜେରୀ ଅମଲା ସଂଘ ସମ୍ପାଦକ ସଞ୍ଜୟ କୁମାର ସାହୁ ତଥା ସବ-ରେଜିଷ୍ଟ୍ରାର ଅମଲା ସଂଘ ସଂପାଦକ ରାଜୀବ କୁମାର ସାହୁ ପ୍ରମୁଖଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ବିଭାଗର ପ୍ରାୟ ୭୦୦ ଅମଲା ନିଜ ନିଜ ଅଫିସର ନିଜ ନିଜ ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକା ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ୨୦୧୭ ମସିହାରୁ ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା +୨ ରୁ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଓଡିଶା ସରକାରଙ୍କର ରିଜୋଲୋଶନ ସଂଖ୍ୟା ୨୭୩୬୭|ତା.୨୯.୧୧.୨୦୧୭ରେ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍ନାତକ ହାରରେ ଅମଲା ମୂଳ ଦରମାରେ କୌଣସି ପରିବର୍ତନ କରିନାହାନ୍ତି ଓ ଏବେ ମଧ୍ୟ ମାଟ୍ରିକ୍ ହାରରେ ଦରମା ପ୍ରଦାନ କରୁଛନ୍ତି । ଏ ସମ୍ବନ୍ଧରେ ସରକାରଙ୍କ ସହ ବାରମ୍ବାର ସାକ୍ଷାତ ଆଲୋଚନା ପରେ ମଧ୍ୟ ସରକାରଙ୍କ ଉଦାସୀନତା ମୂଳ ଦରମାର ପରିବର୍ତନର ଆଶା ମଧ୍ୟ ଆଜି ଧୀରେ ଧୀରେ ମଉଳିଯାଇଛି । ଆମେ ଜିଲ୍ଲା ସ୍ତରୀୟ ଅମଲାମାନେ ତୃଣାମୂଳ ସ୍ତରରେ ନିଜ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବା ସହ, ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ଦାୟିତ୍ବ ବହନ କରୁଅଛି । ତତ୍ସହିତ ଜରୁରୀକାଳୀନ ବିଭିନ୍ନ କାର୍ଯ୍ୟ ଯଥା ବନ୍ୟା, ବାତ୍ୟା, ମରୁଡି, ଜନଗଣନା, ନିର୍ବାଚନ ଆଦିରେ ଆମେ ୨୪x୭ ସେବା ଯୋଗାଇ ଆସୁଅଛୁ । ସତ ଚେଷ୍ଟା ସତ୍ତ୍ଵେ ଆମର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ସରକାର ସମ୍ପୂର୍ଣ୍ଣ ଉଦାସୀନତା ଅଦ୍ୟାବଧୂ ଦରମା ବୃଦ୍ଧି ନିମନ୍ତେ ଥିବା ଆଶା ଧୀରେ ଧୀରେ ମଉଳି ଯାଉଛି । ଯାହା ଫଳରେ ଆଜି ସାରା ରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ମଧ୍ୟରେ ଘୋର ନୈରାଶ୍ୟ ଓ ଅସନ୍ତୋଷର ବହ୍ନି ଜଳାଇ ଦେଇଛି । ଜିଲ୍ଲା ସ୍ତରୀୟ ଅମଲାଙ୍କର ଏକମାତ୍ର ଦାବି ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଆଧାରରେ କନିଷ୍ଠ ସହାୟକ | କନିଷ୍ଠ ରାଜସ୍ୱ ସହାୟକଙ୍କ ପ୍ରବେଶିକା ମୂଳ ଦରମା ଗ୍ରେଡ ପେ ୧୯୦୦ – ବା ଲେବୁଲ୍ – ୪ ପରିବର୍ତେ ଗ୍ରେଡ୍‌ ପେ ୪୨୦୧)- ବା ଲେବୁଲ୍ – ୯ ପ୍ରଦାନ କରିବା, ଯାହା ସରକାର ପୂରଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି। ସରକାରଙ୍କ ବିଳମ୍ବିତ ନ୍ୟାୟ ତଥା ବିଡମ୍ବିତ ନ୍ୟାୟ ପ୍ରଦାନ ଆଧାରରେ, ଆମ ନ୍ୟାର୍ଯ୍ୟ ଦାବି ଥିବା କାରଣରୁ ସମଭାବପନ୍ନ ଜିଲ୍ଲା ସ୍ତରୀୟ ଅମଲାମାନଙ୍କୁ ନେଇ ରାଜ୍ୟ ସ୍ତରରେ “ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ’’ ଗଠନ ହୋଇ କାଉନ୍‌ସିଲ୍‌ ବୈଠକରେ ନିଷ୍ପତି କ୍ରମେ ଆଜି ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଆମ୍ଭର ଉପରୋକ୍ତ ଏକମାତ୍ର ଦାବି ‘‘ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଆଧାରରେ ମୂଳଦରମା ଗ୍ରେଡ୍ ପେ ୪୨୦୦/- ବା ଲେବୁଲ୍ – ୯’’ ପାଇଁ ଦାବିପତ୍ର ପ୍ରଦାନ ଖରାଯାଇଛି । ତଥାପି ଯଦି ସରକାର ନୀରବ ରୁହନ୍ତି ତେବେ ଆସନ୍ତା ୦୧.୦୫.୨୦୨୩ରିଖ ଦିନ ସରକାରଙ୍କୁ ‘‘ରାଜ୍ୟ ମିଳିତ ଅମଲା ମଂଚ’’ ଚରମ ସ୍ମାରକ ପତ୍ର ପ୍ରଦାନ କରିବେ । ଏହି ଚରମପତ୍ର ପାଇବା ପରେ ସରକାର ଯଦି ତୁରନ୍ତ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆସନ୍ତା ୨୨.୦୫.୨୦୨୩ରିଖ ଠାରୁ ୩୧.୦୫.୨୦ ୨୩ରିଖ ପର୍ଯ୍ୟନ୍ତ ସମସ୍ତ ଅମଲା ତାଙ୍କ ପ୍ରତି ହେଉଥିବା ଅବିଚାରକୁ ପ୍ରତିବାଦ କରି କଳା ବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇବେ । ତଥାପି ଯଦି ସରକାର କନିଷ୍ଠ ସହାୟକଙ୍କ ଯୋଗ୍ୟତା ଭିତିରେ ମୂଳ ଦରମା ଲେବୁଲ୍-୯କୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ତା.୦୧.୦୬.୨୦୨୩ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବା ପାଇଁ ବାଧ୍ୟ ହେବେ ଓ ଏଥିପାଇଁ ଯାହା ହେବ କେବଳ ସରକାର ଦାୟୀ ରହିବେ ବୋଲି ମିଳିତ ଅମଲା ମଂଚର ଆବାହକ ଅରୁଣ ବଳିଆର ସିଂହ ଓ ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକ ମିଳିତ ବିବୃତି ଦେଇଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech