(ହିନ୍ଦୁ ସମାଜ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ)
ଜଗତସିଂହପୁର
ତା =24/4/23
-ସମ୍ବଲପୁର ଠାରେ ପବିତ୍ର ମହା ବିଶୁଭ ସଂକ୍ରାନ୍ତି ଦିନ ହିନ୍ଦୁଭକ୍ତ ମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ଓଡ଼ିଶାରେ ହିନ୍ଦୁସମାଜ ପକ୍ଷରୁ ପ୍ରତିବାଦ ଚାଲିଛି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲାର ହିନ୍ଦୁ ସମାଜ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ଠାରୁ ପ୍ରତିବାଦ ଶୋଭାଯାତ୍ରା ରେ ଶତାଧିକ ହିନ୍ଦୁ ସେନା ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ମାନସ ରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ୱ ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ମହା ମହିମ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





