ଦେଖିବାକୁ ମିଳିଛି ମାଟି ଚୋରା ଚାଲାଣ
ବଅଁରପାଳ ତହସିଲ ଅନ୍ତର୍ଗତ ସନ୍ତ୍ରୀ ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟ ପାଖ ଗୋଚର ପଡିଆ ରେ ନୂତନ ପୋଖରୀ ଖୋଳି ମାଟି ଚୋରା ଚାଲାଣ ହେଉଛି ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ପଡୁନାହିଁ।ବର୍ଷ ବର୍ଷ ଧରି ଉକ୍ତ ପଡିଆରେ ବହୁ ସଂଖ୍ୟାରେ ଗୋରୁଗାଈ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି ଏଥି ସମେତ ଆଖପାଖ ଅଞ୍ଚଳର ଅରାହାଟ ସଞ୍ଜପଡ଼ା ତୁଳସିପାଳ ଗ୍ରାମର ବହୁ ସଂଖ୍ୟାରେ ଗୋରୁଗାଈ ଚାରିବା ପାଇଁ ଏଠାକୁ ଆଣନ୍ତି ଉକ୍ତ ଗୋଚର ଜମିରେ ମହାତ୍ମା ଗାନ୍ଧୀ କର୍ମ ଜାତୀୟ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦେୟରେ ଗତ ଦୁଇ ବର୍ଷ ହେଲା ଜେସିବ ଟ୍ରାକ୍ଟର ଓ ଟ୍ରକ ମାଧ୍ୟମରେ ମାଟି ବାହାରକୁ ଚୋରା ଚାଲାଣ ହେଉଛି ଗ୍ରାମରେ ଶହେ ଦିନ ପାଇଁ ମାଟି କାମ ନ ମିଳିବାରୁ ଅନ୍ୟତ୍ର ସ୍ଥାନକୁ ଶ୍ରମିକ ଗୁଜୁରାଣ ମେଣ୍ଟାଉଛନ୍ତି। ଚୋରା ମାଟିକୁ ଅନ୍ୟତ୍ର ଟ୍ରକ ପିଛା ପାଞ୍ଚ ଶହ ଟଙ୍କା ଦେୟରେ ବିକ୍ରି କରି ଠିକାଦାର ମାଲେମାଲ ହେଉଛନ୍ତି।ଏହାଛଡା ମାଟିକୁ ଅନ୍ୟତ୍ର ନେଇ ଖାଲୁଆ ଜାଗାରେ ପୋତି ଗୋଟିଏ ଗୋଳିରେ ଦୁଇଟି ଶିକାର ନିଆୟରେ ଦୁଇ ଦୁଇଟି nrega କାମ କରି ବିଲ ପାସ କରିବାକୁ ମସୁଧା ଚାଲିଛି ଏଥିରେ ବହୁ ସରକାରୀ କର୍ମଚାରୀ ସମ୍ପୂର୍ତ୍ତ ଥିବା ଜଣାପଡିଛି।ସେହି ପରି ପଞ୍ଚାୟତରେ ଭାଗବତପୁର ରେ ମଧ୍ୟ ମାଟିକାମ ଚାଲିଥିବା ନଜରକୁ ଆସିଛି ଏହି ଭଳି ପଞ୍ଚାୟତରେ ଦୁଇ ଦୁଇଟି କାମ ଛାଲିଥିବା ବେଳେ ପରିତାପର ବିଷୟ।
ଜେସିବରେ ଚାଲିଛି କାମ ଲୋକେ କାମ ନ ପାଇ ବାହାର କୁ ଯାଉଛନ୍ତି ଦାଦନ ଖଟି ଦାଦନ ବଅଁରପାଳ ଅଧିନତ ସନ୍ତ୍ରୀ ଗ୍ରାମରେ ଥିବା ଗୋଚର ନୂତନ ପୋଖରୀ ଖୋଳି ମାଟି ଚୋରା ଚାଲାଣ ହେଉଛି ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ପଡୁନାହିଁ।ବର୍ଷ ବର୍ଷ ଧରି ଉକ୍ତ ପଡିଆରେ ବହୁ ସଂଖ୍ୟାରେ ଗୋରୁଗାଈ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି ଏଥି ସମେତ ଆଖପାଖ ଅଞ୍ଚଳର ଅରାହାଟ ସଞ୍ଜପଡ଼ା ତୁଳସିପାଳ ଗ୍ରାମର ବହୁ ସଂଖ୍ୟାରେ ଗୋରୁଗାଈ ଚାରିବା ପାଇଁ ଏଠାକୁ ଆଣନ୍ତି ଉକ୍ତ ଗୋଚର ଜମିରେ ମହାତ୍ମା ଗାନ୍ଧୀ କର୍ମ ଜାତୀୟ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦେୟରେ ଗତ ଦୁଇ ବର୍ଷ ହେଲା ଜେସିବ ଟ୍ରାକ୍ଟର ଓ ଟ୍ରକ ମାଧ୍ୟମରେ ମାଟି ବାହାରକୁ ଚୋରା ଚାଲାଣ ହେଉଛି ଗ୍ରାମରେ ଶହେ ଦିନ ପାଇଁ ମାଟି କାମ ନ ମିଳିବାରୁ ଅନ୍ୟତ୍ର ସ୍ଥାନକୁ ଶ୍ରମିକ ଗୁଜୁରାଣ ମେଣ୍ଟାଉଛନ୍ତି। ଚୋରା ମାଟିକୁ ଅନ୍ୟତ୍ର ଟ୍ରକ ପିଛା ପାଞ୍ଚ ଶହ ଟଙ୍କା ଦେୟରେ ବିକ୍ରି କରି ଠିକାଦାର ମାଲେମାଲ ହେଉଛନ୍ତି।ଏହାଛଡା ମାଟିକୁ ଅନ୍ୟତ୍ର ନେଇ ଖାଲୁଆ ଜାଗାରେ ପୋତି ଗୋଟିଏ ଗୋଳିରେ ଦୁଇଟି ଶିକାର ନିଆୟରେ ଦୁଇ ଦୁଇଟି nrega କାମ କରି ବିଲ ପାସ କରିବାକୁ ମସୁଧା ଚାଲିଛି ଏଥିରେ ବହୁ ସରକାରୀ କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡିଛି।ସେହି ପରି ପଞ୍ଚାୟତରେ ଭାଗବତପୁର ରେ ମଧ୍ୟ ମାଟିକାମ ଚାଲିଥିବା ନଜରକୁ ଆସିଛି ଏହି ଭଳି ପଞ୍ଚାୟତରେ ଦୁଇ ଦୁଇଟି କାମ ଛାଲିଥିବା ବେଳେ ପରିତାପର ବିଷୟ।




