




ଏ _୧ ଛାତ୍ର ଛାତ୍ରୀଙ୍କୁ ମାଧବାନନ୍ଦ ଗୁରୁ ମେଧାବୃତ୍ତି ସମ୍ମାନ ପ୍ରଦାନ କରାଯାଇଛି।
ବିଷୟ ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଗୋପବନ୍ଧୁ ମନ୍ଦିର ମଲିଆ ତରଫରୁ ଚଳିତ ବର୍ଷ ମେଟ୍ରିକ୍ ପାସ୍ କରିଥିବା
ଏ_୧ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବର୍ଗତ ମାଧବାନନ୍ଦ ଗୁରୁ ମେଧାବୃତ୍ତି ସମ୍ମାନ
ଯାଦବ ମହାସଭା ବିଂଝାରପୁର ମଣ୍ଡଳ
ତରଫରୁ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉଦଘାଟକ ନାରାୟଣ ପ୍ରସାଦ ଦାସ କରିଥିବା ବେଳେ
ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମେୟର ସୁଲୋଚନା ଦାସ , ମୁଖ୍ୟ ବକ୍ତା ଭାବେ ପିସିସି ସଂପାଦକ ପଦ୍ମାକର ଗୁରୁ,
ସମ୍ମାନୀତ ଅତିଥି ଭାବେ ରବିନ୍ଦ୍ରନାଥ ବେହେରା, ସଂପାଦକ କଲ୍ୟାଣ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ଯାଦବ ମହାସଭା ବିଂଝାରପୁର ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ନିଜକୁ ଗଢ଼ିବା ଶିଖନ୍ତୁ। ନିଜ ସ୍ବପ୍ନ
ନିଜେ ଦେଖନ୍ତୁ। କିନ୍ତୁ ଜଣେ ଭଲ ମଣିଷ ଭାବେ ନିଜକୁ ପ୍ରତିପାଳିତ କରନ୍ତୁ ବୋଲି
ଅତିଥି ମାନେ ମତପ୍ରକାଶ କରିଥିଲେ।
ଶେଷରେ ଜଜେୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
[5/29, 3:13 PM] Saroj Sahu: ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ନିରଞ୍ଜନ ଦାଶ, ସଚ୍ଚିଦାନନ୍ଦ ଗୁରୁ,ରନ୍ନାକର ମହାକୁଡ଼,ଉତ୍ତମ କୁମାର ଦାଶ, ଉପେନ୍ଦ୍ର ଗୁରୁ, ରାମଚନ୍ଦ୍ର ମହାକୁଡ଼ ,ଗଦ୍ଧର୍ବ ଦାସ ,ସୁଧାକର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





