


ସିଟି ଫ୍ୟାସନ୍ ଲାଇଫ୍ ଇନ୍ ଷ୍ଟାଇଲ ଉଦଘାଟିତ
ଢେ଼ଙ୍କାନାଳ (୯/୦୬): ଢେଙ୍କାନାଳ ଜବାହାରଚୈକ ଠାରେ ସିଟି ଫ୍ୟାସନ୍ ଲାଇଫ୍ ଇନ୍ ଷ୍ଟାଇଲ ଉଦଘାଟିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରକାରର ଟି-ସାର୍ଟ,ଜିନସ୍ ପ୍ୟାଣ୍ଟ୍,ସ୍ପଟିଙ୍ଗ ଗଜି, ସ୍ପୋର୍ଟସ ପ୍ୟାଣ୍ଟ୍ ସ୍ପଟିଙ୍ଗ ଗଜି ବିଭିନ୍ନ ବ୍ରାଣ୍ଡ ର ଜିନିଷ ପତ୍ର ୨୦-୫୦% ରିହାତି ରେ ମିଳୁଥିବା ବେଳେ ଏହି ଏହି ସିଟି ଫ୍ୟାସନ୍ ସୋ-ରୁମର ମାଲିକ ଜଗନ କୁମାର ସାହୁ ଓ ସେଲ୍ସସମ୍ୟାନ୍ ଦେବି ପ୍ରସାଦ ପ୍ରଧାନ ବିଭିନ୍ନ ବ୍ରାଣ୍ଡ ଓ ତାର ମଡେ଼ଲ ଆକର୍ଷଣ ଉପରେ ଅବଗତ କରାଇଥିଲେ। ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉପହାର ମଧ୍ୟ ରଖାଯାଇଥିବା ବେଳେ ଭିନ୍ନ ଭିନ୍ନ ବ୍ରାଣ୍ଡ ପାଇଁ ସୁନ୍ଦର ଷ୍ଟାଇଲ ଉପଲବ୍ଧ ଥିବା ଜଣାଇଛନ୍ତି। ଏହି ସୋ-ରୁମ ଢେଙ୍କାନାଳ ବଜାର ରେ ଗ୍ରାହକମାନଙ୍କ ପାଇଁ ଆଦରଣୀୟ ହେବା ଆଶା କରାଯାଉଛି।ଏହା ସହିତ ଆଗାମୀ ଦିନରେ ଅନ୍ୟ ଅଞ୍ଚଳରେ ନୂତନ ନୂତନ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଜଗନ କୁମାର ସାହୁ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


