ଭାଇ କଟୁରୀ ଚୋଟ ରେ ବଡ଼ ଭାଇ ମୃତ
*ପାରିବାରିକ କଳହରୁ* ବଡ ଭାଇକୁ କଟୁରୀ ରେ *ହାଣିଲା ସାନଭାଇ* . ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ବଡ ଭାଇ ଅନୁପମ ବେହେରାକୁ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ ମୁହଁ ଓ କାନ୍ଧକୁ ବାରମ୍ବାର ଆକ୍ରମଣ କରିଥିଲା.ସ୍ଥାନୀୟ ଲୋକେ ମୁମୁର୍ଷୁ ଅବସ୍ଥାରେ ଅନୁପମକୁ *ପଟ୍ଟାମୁଣ୍ଡାଇ* ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ. ଡାକ୍ତର ଦେଖି ଅନୁପମକୁ ମୃତ ଘୋଷଣା କରିଛନ୍ତି.ଏ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବାପରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଜାରିରଖିଛି. ଅନ୍ୟପଟେ ଆକ୍ରମଣକରି ସାନଭାଇ ଅନୁପମ ବେହେରା ଫେରାର ଥିବା ଜଣାଯାଇଛି.
*ପଟ୍ଟାମୁଣ୍ଡାଇ ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ୍*
ଜାଗ୍ରତ ଭାରତ ନ୍ୟୁଜ୍




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
