ଛାତ୍ର ନିଖୋଜ କୁ ନେଇ ପାଟଣା ଥାନାରେ ଅଭିଯୋଗ
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସ୍ବାମ ଶାସନ ନିକଟ ମୁଣ୍ଡା ସାହିର ବୁଧୁ ମୁଣ୍ଡାଙ୍କ ପୁଅ ଟିଟୁ ମୁଣ୍ଡା (୧୫) ବୟସ ସେ ରଜବାସୀ ଠାରୁ ନିଖୋଜ ହୋଇଥିବା ପାଟଣା ଥାନା ରେ ତାଙ୍କର ବାପା ବୁଧୁ ମୁଣ୍ଡା ଏକ ଲିଖିତ ଅଭିଯୋଗ କରିଛନ୍ତି ଟିଟୁ ମୁଣ୍ଡା ଯାଜପୁର ଜିଲ୍ଲା କାଇପଡାର ଏକ ହୋଟେଲରେ କାମ କରୁଥିବା ବେଳେ ସେ ରଜବାସୀରୁ ସେଠାରୁ କୁଆଡେ ଚାଲିଯାଇଥିବା ଓ ତାଙ୍କ ଘରେ ପହଞ୍ଚି ନଥିବାରୁ ତାଙ୍କର ବାପା ଲିଖିତ ଅଭିଯୋଗ କରିଛନ୍ତି
କେନ୍ଦୁଝର ଜିଲ୍ଲା ରୁ ରତିରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





