


ଛୁଆ ଚୋରି ସନ୍ଦେହରେ ଯୁବକ କୁ ନିର୍ଧୁମ ଛେଚିଲେ ଗ୍ରାମବାସୀମାନେ
ଏବେ ରାଜ୍ୟ ରେ ବଢ଼ି ଚାଲିଛି ବିଭିନ୍ନ ଅଣ ଓଡିଆଙ୍କ ପ୍ରବେଶ ଯାହା ଫଳରେ ଓଡିଶା ଏବେ ଅସୁରକ୍ଷିତ ହୋଇପଡିଛି | ତେବେ ଅଣ ଓଡ଼ିଆଙ୍କ ପ୍ରବେଶ ଫଳରେ ବଢ଼ି ଚାଲିଛି ଅସାମାଜିକ କାର୍ଯ୍ୟ କୋଉଠି ବିଭିନ୍ନ ପ୍ରକାର ନିଶା ବଢ଼ି ଚାଲିଛିତ କେତେବେଳେ ବାହାର ରାଜ୍ୟକୁ ଯୁବତୀ ଚାଲାଣ ହୋଉଥିବା ଖବର ପ୍ରତ୍ୟେକ ଦିନ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରସାରଣ ହୋଉଛି ତେବେ ଏମାନଙ୍କ ପ୍ରବେଶ କୁନେଇ ଛୁଆ ଚୋରୀ ହେବା ଘଟଣା ଏବେ ରାଜ୍ୟରେ ଆତଙ୍କ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ସବୁଜାଣି ନିରବ ରହିବା କୁନେଇ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ ତେବେ ସରକାରଙ୍କ ଏହା କୌଣସି ରାଜନୀତି ଉପରକୁ ଇଙ୍ଗିତ କରୁନାହିଁତ କାରଣ ଭୋଟ ଅଧିକ ପାଇବାର ଏହା ଏକ ଯୋଜନା ବଲି ସାଧାରଣ ରେ ଚର୍ଚ୍ଚା ଚାଲିଥିବା ବେଳେ କିଛି ଏ ପରି ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଯଶୀପୁର ଥାନା ଅଞ୍ଚଳର କେଣ୍ଡୁମୁଣ୍ଡି ଗାଆଁରୁ ତେବେ ଏହି ଅଞ୍ଚଳରେ ଏବେ ମାତିଛନ୍ତି ଛୁଆ ଚୋର । ଯାହାକି ଛୁଆ ଚୋର ସନ୍ଦେହରେ ଏକ ଯୁବକକୁ ଗ୍ରାମବାସୀ ମାନେ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ଛେଚିଲେ । ତେବେ ଛୁଆକୁ ଚୋର ଠାରୁ ଉଦ୍ଧାର କଲା ସମୟରେ ଚୋରର ଟାଙ୍ଗିଆ ଚୋଟରେ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି | ଏବିଷୟରେ ଯଶୀପୁର ଥାନା ସୂଚନା ପାଇବା ପରେ କେଣ୍ଡୁମୁଣ୍ଡି ଗ୍ରାମକୁ ଯାଇ ଘଟଣା ସ୍ଥଳରେ ପହଁଞ୍ଚି ଛୁଆ ଚୋରକୁ ଉଦ୍ଧାର କରିବା ସହିତ ଚୋର ଠାରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଏହି ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ମମତା ନାଏକ ଶହ ମୟୁରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





