ବିଜ୍ଞାପନ ଦେଖ…ନହେଲେ ପଇସା ଦିଅ

Youtubeର ଚେତାବନୀ ! ବିଜ୍ଞାପନ ଦେଖ…ନହେଲେ ପଇସା ଦିଅ

*ଆପଣ ୟୁଟ୍ୟୁବରେ ଭିଡିଓ ଦେଖିଲା ବେଳେ ବାରମ୍ବର ଆଡ୍ (ବିଜ୍ଞାପନ) ଆସୁଛି କି ? ଆପଣ ତାକୁ ସ୍କିପ୍ କରି ଦେଉଛନ୍ତି କି ? ଯଦି ଏପରି କରୁଛନ୍ତି ସାବଧାନ । ଆଗକୁ ଆଉ ଏପରି ହେବ ନାହିଁ । ଆପଣ ବିଜ୍ଞାପନ ଦେଖିବାକୁ ବାଧ୍ୟ, ନଚେତ୍ ଆପଣ ଦେଖୁଥିବା କଣ୍ଟେଣ୍ଟ ବା ଭିଡିଓ ବ୍ଲକ୍ ହୋଇଯିବ । ୟୁଜର୍ସଙ୍କୁ ଏଭଳି ଚେତାବନୀ ଦେଇଛି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍ ।*

*ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ବ ବଢ଼ିଛି । ବିଶେଷ କରି ମନୋରଞ୍ଜନ ଓ ଖବର ଜାଣିବାର ପ୍ରମୁଖ ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌ । ପିଲାଠୁ ବୟସ୍କ ସମସ୍ତେ ୟୁଟ୍ୟୁବ୍‌ରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି । କିନ୍ତୁ, ବହୁତ ଲୋକ ୟୁଟ୍ୟୁବ୍‌ରେ ବିଜ୍ଞାପନ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ବିଜ୍ଞାପନ ଆସିଲେ ସେମାନେ ଏହାକୁ ସ୍କିପ୍ କରି ଯାଆନ୍ତି। ଆଉ କିଛି ଲୋକ ଆଡ୍ ବ୍ଲକର ଆପ୍ ବ୍ୟବହାର କରୁଛନ୍ତି । ଆଡ୍ ବ୍ଲକର ଟୁଲ୍ ମାଧ୍ୟମରେ ଭିଡିଓରେ ଆସୁଥିବା ବିଜ୍ଞାପନ ଆଉ ଦେଖାଯାଇ ନଥାଏ । ଏକଥା ୟୁଟ୍ୟୁବ ନୋଟିସକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛି କମ୍ପାନୀ । ଆଡ୍ ବ୍ଲକ୍‌ର ବ୍ୟବହାର କରୁଥିବା ୟୁଜର୍ସଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଉଛି ୟୁଟ୍ୟୁବ୍ । କମ୍ପାନୀ ଏଭଳି ଏକ ଇଣ୍ଟରନାଲ୍‌ ଟୁଲ୍ ବିକଶିତ କରିଛି । ଯାହା ଦ୍ବାରା ୟୁଜର୍ସମାନେ ଆଉ ଆଡ୍ ବ୍ଲକର ଆପ୍ ବ୍ୟବହାର କରିପାରିବେ ନାହିଁ ।*

*ସ୍ଲିପିଂ କମ୍ପ୍ୟୁଟର ରିପୋର୍ଟ ଅନୁଯାୟୀ, କିଛି ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ର ସ୍କ୍ରିନ୍ ସଟ୍ ସେୟାର କରିଥିଲେ । ଯେଉଁଥିରେ ସେମାନଙ୍କୁ ପପ୍ ଅପ୍ ମେସେଜ୍‌ ଜରିଆରେ ଏକ ନୋଟିସ ମିଳିଛି । ଯଦି, ଆପଣ ‘ଆଡ୍ ବ୍ଲକିଂ ଆପ୍’ ବନ୍ଦ ନ କରିବେ, ତେବେ ୩ଟି ଭିଡିଓ ପରେ ଆଉ ଭିଡିଓ ଚାଲିବ ନାହିଁ । ଯେର୍ଯ୍ୟନ୍ତ ୟୁଜର ଆଡ୍‌ ବ୍ଲକର ଅଚଳ ନ କରିଛନ୍ତି ସେପର୍ଯ୍ୟନ୍ତ ସେମାନଙ୍କ ଭିଡିଓ ପ୍ଲେୟାର ବ୍ଲକ୍ ରହିବ । ଏହାର ଅର୍ଥ ଆପଣ ଆଉ ୟୁଟ୍ୟୁବରେ ଭିଡିଓ ଦେଖିପାରିବେ ନାହିଁ ।*

*‘ଦି ବର୍ଜ’ରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ୟୁଟ୍ୟୁବ୍‌ର ଜଣେ ମୁଖପାତ୍ର କହିଛନ୍ତି, ‘ଆମେ ବିଶ୍ବ ସ୍ତରରେ ଏକ ପରୀକ୍ଷା ନିରୀକ୍ଷା କରୁଛୁ । ଯେଉଁ ୟୁଜର୍ସମାନେ ‘ଆଡ୍ ବ୍ଲକର’ ଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଏକ ନୋଟିସ୍‌ ଦିଆଯାଉଛି । ସେମାନେ ବିଜ୍ଞାପନକୁ ଅନୁମତି ଦିଅନ୍ତୁ, ନଚେତ୍ ‘ୟୁଟ୍ୟୁବ ପ୍ରିମିୟମ୍‌’ ସବ୍‌ସ୍କ୍ରିପସନ୍‌ ନିଅନ୍ତୁ’ ।*

*କ’ଣ ରହିଛି ୟୁଟ୍ୟୁବର ସର୍ତ୍ତ ?*

*ୟୁଟ୍ୟୁବର ମୂଳ କମ୍ପାନୀ ଗୁଗ୍‌ଲ ପକ୍ଷରୁ କୁହାଯାଇଛି, ‘ଆଡ୍‌ ବ୍ଲକର’ ୟୁଟ୍ୟୁବ୍ ସେବା ସର୍ତ୍ତର ଉଲ୍ଲଙ୍ଘନ କରୁଛି । ବିଜ୍ଞାପନ ଦେଖିବା ପାଇଁ ବାରମ୍ବାର ୟୁଜର୍ସଙ୍କୁ ନୋଟିସ ପଠାଯିବ । ସେମାନଙ୍କ ପ୍ଲାଟଫର୍ମରେ ବିଜ୍ଞାପନ ଦେଖିବାକୁ କୁହାଯିବ । ଯଦି ସେମାନେ ଏଥିରେ ଖିଲାପ କରିବେ ତାଙ୍କୁ ବ୍ଲକ୍ କରିଦିଆଯିବ । ଅନ୍ୟପଟେ ଦେଖା ଯାଇଛି କି, ୟୁଟ୍ୟୁବ୍‌ ଭିଡିଓରେ ବାଜ୍ଞାପନର ଅବଧି ବଢି ବଢି ଚାଲିଛି । ଏମିତି ସର୍ଟସ୍‌ ଭିଡିଓରେ ମଧ୍ୟ ବିଜ୍ଞାପନ ଆସୁଛି । ଆଉ ସବୁଠୁ ବଡ଼ କଥା ହେଉଛି ଅଧିକାଂଶ ବିଜ୍ଞାପନରେ ଏବେ ସ୍କିପ୍ ବଟନ ରହୁନାହିଁ । ଆଗରୁ ସର୍ଟସ୍‌ ଭିଡିଓରେ ସ୍କିପ୍ ବନଟ ରହୁଥିଲା ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । ତେଣୁ ୟୁଜର୍ସମାନେ ବିଜ୍ଞାପନ ଦେଖିବାକୁ ବାଧ୍ୟ ହେଉଛନ୍ତି ।*

*ଏଠାରେ କହି ରଖୁଛି କି ୟୁଟ୍ୟୁବ୍ ତାର ୟୁଜର୍ସଙ୍କୁ ‘ଆଡ୍ ଫ୍ରି’ (ବିନା ବିଜ୍ଞାପନ)ରେ ଭିଡିଓ ଦେଖିବା ପାଇଁ ପ୍ରିମିୟମ୍ ମେମ୍ବରସିପ୍‌ର ସୁବିଧା ଦେଉଛି । ଏଥିପାଇଁ ୟୁଜର୍ସଙ୍କୁ ମାସିକ କିଛି ଅର୍ଥ ଦେବାକୁ ପଡ଼ିବ । ଭାରତରେ ୟୁଟ୍ୟୁବ୍‌ ବ୍ୟବହାରକାରୀଙ୍କ ପାଇଁ ୧୨୯ ଟଙ୍କାରୁ ଆରମ୍ଭ ହେଉଛି ୟୁଟ୍ୟୁବ ପ୍ରିମିୟମ୍‌ର ସବସ୍କ୍ରିପସନ୍‌ ସୁବିଧା । ଏହା ଦ୍ବାରା ୟୁଜର୍ସମାନେ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech