ଢେଙ୍କାନାଳ ଟାଉନ୍ ହଲ୍ ଠାରେ ପ୍ରଦର୍ଶିତ ହୋଇଛି ଯାଦୁ ଖେଳ
ମନୋରଞ୍ଜନ ର ଖେଳ ଯାଦୁ ଖେଳ। ଢେଙ୍କାନାଳ ଗଣେଷ ବଜାର ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ରେଡ୍ କ୍ରସ ତରଫରୁ ଆୟୋଜିତ ହୋଇଯାଇଛି ଏହି ଯାଦୁ ଖେଳ ପ୍ରଦର୍ଶନୀ। ଆର.କେ.ହିରାଲାଲଙ୍କର ବିଭିନ୍ନ ପ୍ରକାରର ଯାଦୁ ଖେଳ ପ୍ରଦର୍ଶନ କରାଯାଉଛି। ଏହି କାର୍ଯ୍ୟକ୍ରମ ୧୨ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଏହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେରୀ ଗ୍ୟାଲେରୀ, ବୋତଲ ଗ୍ଲାସ୍ ପରି ବିଭିନ୍ନ ପ୍ରକାରର ଯାଦୁ ଖେଳ ପ୍ରଦର୍ଶନ କରାଯାଉଛି । ତାରା ବାହାରକରିବା, ଥଣ୍ଡା ବୋତଲ ବାହାରକରି ବା ବିଭିନ୍ନ ସୁନ୍ୟ ରେ ପ୍ରଦର୍ଶନ କରିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହ ମନଭରି ଉପଭୋଗ କରୁଛନ୍ତି ଏହି ପ୍ରଦର୍ଶନକୁ।






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)