ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ସାମାନ୍ୟ ହ୍ରାସ
ସକାଳ ୫ଟା ସୁଦ୍ଧା ଯମୁନା ଜଳସ୍ତର ୨୦୮.୪୬ ମିଟର।
ଏବେବି ବିପଦ ସଙ୍କେତ ଠାରୁ ୩ ମିଟର ଉପରେ ଯମୁନା ପ୍ରବାହିତ।
ଯମୁନା ଜଳସ୍ତର ସାମାନ୍ୟ ହ୍ରାସ ସତ୍ତ୍ୱେ ଜଳମଗ୍ନ ଦିଲ୍ଲୀ।
ରାସ୍ତାଘାଟରେ ପାଣି, ଟ୍ରାଫିକ ଓ ମେଟ୍ରୋ ସେବା ପ୍ରଭାବିତ।

All rights reserved. Designed by Inter Softech