ଭାଲୁଆକ୍ରମଣରେ ଶିକାର ଦେଖିବାକୁ ମିଳିଛି ଭାଲୁଆକ୍ରମଣ ଦନାରସୁନାନୀ ଗ୍ରାମ ନୂଆଗୁଡା ପୋ. ଗ୍ରାମ ପଞ୍ଚାୟତ ଡଗାଁ ଜି. କଳାହାଣ୍ଡି ଆଜି ସକାଳ ସମୟରେ ନିଜଚାଶ କିଆରୀ କୁ ଦେଖିବା ପାଇଁ ଯିବା ସମୟରେ ତିନି ଗୋଟି ଭାଲୁ ହଟାଥ ଆକ୍ରମଣ ମଣ କରିବାରୁ ବାମଗୋଡ଼ରେ କାମୁଡ଼ିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥା ରୁ ଅଳ୍ପକେ ଵର୍ତ୍ତି ଯାଇଛନ୍ତି ନହେଲେ ଜିବନ ଯାଇଥାନ୍ତା କିଛି ଲୋକ ପହଁଚି ବାରୁ ଵର୍ତ୍ତିଗଲେ ମଟର ପୋଲିସ ଫାଣ୍ଡି ରେ ଜଣାଇ ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନରେ ଦଶରୁ ପନ୍ଦର ଟିଚ ହୋଇଛି ସିକିତ୍ସିତ ହୋଇ ନିଜ ଘରକୁ ଯାଇ ବନବିଭାଗ ମଧ୍ୟ ଜଣାଇ ଥିଲେ ଉକ୍ତ ବ୍ୟ କ୍ତି ଜଣକ ଅତି ଗରିବ ଲୋକ ବୋଲି ଜଣାପଡିଛି ତେଣୁ କିଛି ଅଥିକ ସହାୟ ୟତ ଯୋଗାଇବା ଦେବାପାଇଁ ଜନସାଦଜାରନରେ ଦାବିହେଉଛି
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethian ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ




