ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ

*ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ*

*ଫାସିବାଦୀ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ ଜରୁରୀ :ନାଗରିକ ସାମ୍ମୁଖ୍ୟ*

ବ୍ରହ୍ମପୁର, ତା.26.7.2023 ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମଣିପୁରରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବା ଦାବି ନେଇ ଆଜି ନାଗରିକ ସାମ୍ମୁଖ୍ୟ ଓ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନ, ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷଙ୍କ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ମଣିପୁରରେ ଚାଲିଥିବା ହିଂସା ଆମ ଦେଶର ସମ୍ମାନକୁ ସାରା ବିଶ୍ବରେ ଲଜ୍ଜିତ କରିଛି । ଆହୁରି ଲଜ୍ଜିତ କରିଛି ଯେ,ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ୭୭ ଦିନ ଲାଗିଗଲା, ମଣିପୁର ଘଟଣା ସଂପର୍କରେ ଦୁଃଖ ପ୍ରକାଶ କରିବା ପାଇଁ । ତାହା ବୋଧହୁଏ ହୋଇ ନଥାନ୍ତା, ଯଦି କୁକି ଆଦିବାସୀ ସଂପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ ପ୍ୟାରେଡ୍ ଓ ଯୌନ ନିର୍ଯ୍ୟାତନା ଘଟଣା ପଦାକୁ ଆସିନଥାନ୍ତା ଓ ସୁପ୍ରିମ କୋର୍ଟ ଏହାକୁ ନେଇ ଯଦି ତାଗିଦ କରିନ ଥାନ୍ତେ l ସଂଖ୍ୟାଗରିଷ୍ଠ ମୈତେଇ ହିନ୍ଦୁ ଅଣ-ଆଦିବାସୀ ସଂପ୍ରଦାୟଙ୍କୁ ହାତବାରିସୀ କରି ସେଠାରେ ସଂଖ୍ୟାଲଘୁ କୁକି ଖ୍ରୀଷ୍ଟିଆନ ଆଦିବାସୀଙ୍କ ଉପରେ ଆଜି ସରକାରୀ ପ୍ରାୟୋଜିତ ହିଂସା ଚାଲିଛି ଏବଂ ହଜାର ହଜାର ସଂଖ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟର ଘର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଧର୍ମାନୁଷ୍ଠାନକୁ ପୋଡ଼ି ପାଉଁଶ କରି ଦିଆଯାଉଛି । ଶିଶୁ ଓ ମହିଳା ମାନଙ୍କ ଉପରେ ଯୌନ ହିଂସା ଓ ସାମୁହିକ ବଳାତ୍କାର କରାଯାଉଛି ଓ ଶତାଧିକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଅଥଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବା ଦିଗରେ ଚରମ ନିଷ୍କ୍ରିୟତା ଅବଲମ୍ବନ କରିଚାଲିଛନ୍ତି। ଏପରିକି ଏହି ଘଟଣାରେ ଜାତୀୟ ମହିଳା କମିଶନ ମଧ୍ୟ ଲଜ୍ଜା ଜନକ ନୀରବତା ଓ ନିଷ୍କ୍ରିୟତା ପ୍ରଦର୍ଶନ କରିଛନ୍ତି ।
ବିଭିନ୍ନ ସୂତ୍ରରୁ ସୂଚନା ଅନୁଯାୟୀ,କୁକି ଆଦିବାସୀ ମାନେ ବାସ କରୁଥିବା ପାହାଡ଼ ଅଞ୍ଚଳରେ ଗଚ୍ଛିତ ଥିବା ତଥା ନିକଟରେ ସର୍ଭେ ଦ୍ଵାରା ସନ୍ଧାନ ମିଳିଥିବା ବିଭିନ୍ନ ପ୍ରକାରର ବିପୁଳ ଖଣିଜ ସଂପଦକୁ ଲୁଟ୍ ପାଇଁ ତଥା ଆଦାନୀ ଓ ଅମ୍ବାନୀ ଭଳି କମ୍ପାନୀ ମାନଙ୍କ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ ପାଇଁ ଯୋଜନାବଦ୍ଧ ଭାବରେ ମଣିପୁରର ଡବଲ୍ ଇଞ୍ଜିନ୍ ସରକାରଙ୍କ ଦ୍ଵାରା ଏହି ସାମ୍ପ୍ରଦାୟିକ ସଂଘର୍ଷକୁ ରୂପରେଖ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି l
“ଲୋକଙ୍କୁ ଭାଗ ଭାଗ କରି ସେମାନଙ୍କୁ ବିସ୍ଥାପିତ କରି ସେମାନଙ୍କ ଜଳ, ଜମି ଓ ଜଙ୍ଗଲ ତଥା ଖଣିଜ ସଂପଦକୁ ଲୁଟ୍ କରିବା ନୀତିର ଏକ ଅଂଶ ଭାବରେ ମଣିପୁରର ଏହି ହିଂସା ପଛରେ କାରଣ ବୋଲି ଆଜିର ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ସାମ୍ବିଧାନିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ଶାସନ ଓ ମାନବିକତା ତଥା ମାନବାଧିକାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ଆକ୍ରମଣ l ଏଥିରେ ସମ୍ପୃକ୍ତ
ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମଣିପୁରରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି l ଆଜିର ଏହି ଗଣ ପ୍ରତିବାଦରେ ନାଗରିକ ସାମ୍ମୁଖ୍ୟର ଆବାହକ ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପରିଚାଳନା କରିଥିଲେ l ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ,ଏଆଇୟୁଟିୟୁସିର ସୋମନାଥ ବେହେରା,କ୍ରାନ୍ତିକାରୀ କୃଷକ ସଭାର ସାଥି ଶଙ୍କର, ମାନବବାଦୀ ହେତୁବାଦୀ ସଂଗଠନର ନନ୍ଦେସୁ ସେନାପତି, ଈଫଟୁର ପ୍ରତାପ ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ବରିଷ୍ଠ ସାମ୍ବାଦିକ ରବି ରଥ,ରାଜନୈତିକ କର୍ମୀ ସୁବାଷ ରାଉତ, ଅଳକାନାଥ ମିଶ୍ର,ମାନବାଧିକାର କର୍ମୀ ମନୋଜ ତରାଇ,ଯୁବ ନେତା ଆଦିତ୍ୟ ରଥ,ଲୋକ ଶକ୍ତି ଅଭିଯାନର ଲକ୍ଷ୍ମୀ ନୃସିଂହ ରଥ,ଟିୟୁସିଆଇ ର ରାମଚନ୍ଦ୍ର ବାଡ଼ତ୍ୟା,ଜନ ଜାଗରଣର ମଧୁସୂଦନ ସେଠି, ଛାତ୍ର ନେତା ଶିବାନୀ ମିଶ୍ର, ଛାତ୍ର ନେତା ଅମ୍ଳାନ ମିଶ୍ର,ଭାସ୍କର ଚନ୍ଦ୍ର ସାହୁ, ହୃଷିକେଶ ପାତ୍ର,କେ. ଶ୍ରୀନିବାସ ରାଓ,ଋଷିକେଶ ବେହେରା, ବିଧାନ ନାଇକ,ଏ. ସୁରେଶ,ସୁଶାନ୍ତ କର,ଦିନେଶ ରାଜ,ସନ୍ତୋଷ ନାୟକ,ରାଜେନ୍ଦ୍ର ନାୟକ, ରବି ନାଇକ, ଜଳନ୍ଧର ନାଇକ ପ୍ରମୁଖ ପ୍ରତିବାଦରେ ଅଂଶ ଗ୍ରହଣ କରିଥିଲେ l

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech