ବାପା ମା ଥାଇନଥାଇ ସମାନ
ଡ଼ଲି ବନ୍ଦିଛୋଡର ବାପା ଗୋବର୍ଦ୍ଧ ବଣ୍ଡିଛଡ଼ ମାଉସୀ ମା ଗ୍ରାମ ଗ୍ରୀଣ୍ଡୋଲ ପୋ. ମାଂଝରି ଗୋଲାମୁଣ୍ଡା ବ୍ଲାକ. ଜି.. କଳାହାଣ୍ଡି ରେ ଦେଖିବାକୁ ମିଳି ଛି ଡ଼ଲି ତାର ମାନସିକ ହରାଇବାରୁ କୁଆଡେ ଯାଇପାରୁନାହିଁ ପଲରେ ପଡାର ଲୋକେ କିଛି ଦେଲେ ବଞ୍ଚି ଛି ଏ ଆ ଡେ ତାର ବାପା ମା ଏକାକୀ ଛାଡି କୁଆଡେ ପେଟ ପୋଷଣ ପାଇଁ ଚାଲିଗଲେ ଫଳରେ ଭୁଦୁଖରେ ଦଳିବନ୍ଦିଛୋଡ ରହିଛଜନ୍ତି ଆଗରୁଖବର କାଗଜରେ ପ୍ରସାରଣ ହେଲେମଧ୍ୟ କେହିତାରଗୁହାରି ଶୁଣିବାକୁ ବାହାରିଲେନାହିଁ ସ୍ଥାନୀୟ ଗ୍ରୀଣ୍ଡୋଲ ର ବିକାଶ ପଣ୍ଡା ଓ କିଛି ଲୋକ କହନ୍ତି ଏହାଙ୍କୁ ଏକ ଅନଥା ଆଶ୍ରମରେ ସରକାର ଥଇଥାନ କଲେ ସୁବିଧା ହେବ ବୋଲି ଗ୍ରାମବାସୀଙ୍କ ଅନୁରୋଧ
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethia ଙ୍କ ରିପୋଟଜାଗ୍ରତଭାରତ ନିୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


